www.samajalive.in
Friday, December 5, 2025
17.1 C
Bhubaneswar

ରକ୍ଷାବନ୍ଧନ ମାଧ୍ୟମରେ ପରିବେଶର ବାର୍ତ୍ତା

ବ୍ରହ୍ମପୁର : ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ ଉତ୍ସବ । ନିଜ ସୁରକ୍ଷା କାମନା କରି ଭଉଣୀଟିଏ ତା’ ଭାଇ ହାତରେ ରାକ୍ଷୀଟିଏ ବାନ୍ଧିଥାଏ । ଇଏ ହେଉଛି ଆମ ହିନ୍ଦୁ ଧର୍ମର ବହୁ ପୂରାତନ ସାଂସ୍କୃତିକ ପରମ୍ପରା । ତେବେ ବ୍ରହ୍ମପୁରରେ ବିଜୁ ଯୁବବାହିନୀର କର୍ମକର୍ତ୍ତା ମାନେ ଏକ ଅଭିନବ ଉପାୟରେ ରକ୍ଷାବନ୍ଧନ ଉତ୍ସବ ପାଳନ କରିଛନ୍ତି । ମାନବ ସମାଜକୁ ଜୀବନ ଦେଉଥିବା ବୃକ୍ଷ ଗୁଡ଼ିକର ସୁରକ୍ଷା ପାଇଁ ସେମାନେ ଅଣ୍ଟା ଭିଡ଼ିଛନ୍ତି । ସେଥିପାଇଁ ସମାଜକୁ ବୃକ୍ଷର ସୁରକ୍ଷା ସଂପର୍କିତ ବାର୍ତ୍ତା ଦେବାପାଇଁ ବିଜୁ ଯୁବବାହିନୀର କର୍ମକର୍ତ୍ତା ମାନେ ସହରର ବିଭିନ୍ନ ସ୍ଥାନରେ ଥିବା ବୃକ୍ଷ ଗୁଡ଼ିକରେ ରାକ୍ଷା ବାନ୍ଧି ସେସବୁର ସୁରକ୍ଷା କାମନା କରିଛନ୍ତି

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories