www.samajalive.in
Saturday, December 13, 2025
26.1 C
Bhubaneswar

ରାକ୍ଷୀ ପୂର୍ଣ୍ଣିମାରେ ଏହି ରାଶିଙ୍କୁ ମିଳିବ ଶୁଭଫଳ

ଅଗଷ୍ଟ ୨୬ରେ ପବିତ୍ର ରକ୍ଷା ବନ୍ଧନ ପାଳନ ହେବ। ଭାଇ-ଭଉଣୀଙ୍କ ସଂପର୍କର ଏହା ପ୍ରତୀକ ଅଟେ। ସଭିଁଏ ମହା ଆନନ୍ଦରେ ଏହାକୁ ପାଳନ କରିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ପବିତ୍ର ଦିନ କିଛି ରାଶି ମାନଙ୍କ ନିମନ୍ତେ ବହୁ ଶୁଭ ଫଳ ପ୍ରାପ୍ତି ହେବା ସହ ମା’ଲକ୍ଷ୍ମୀଙ୍କର ବିଶେଷ କୃପା ହେବ। ଜାଣନ୍ତୁ ସେହି ରାଶି ଗୁଡ଼ିକ ବିଷୟରେ ……
ମେଷ ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ମା’ଲକ୍ଷ୍ମୀଙ୍କର ବିଶେଷ କୃପା ହେବ। ଏହି ରାଶି ମାନଙ୍କର ଧନ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହେବ। ଉନ୍ନତି ପଥରେ ଥିବା ବାଧା ବିଘ୍ନ ମଧ୍ୟ ଦୂର ହେବ।
ମିଥୁନ ରାଶି – ଏହି ରାଶିର ବ୍ୟକ୍ତି ମାନେ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ଏହି ଦିନରେ ପୂଜା କଲେ ବିଶେଷ କୃପା ପ୍ରାପ୍ତି ହେବ। ବ୍ୟବସାୟରେ ସଫଳତା ହେବ, ଖୁସି ଖବର ମିଳିବ।
ସିଂହ ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ରାକ୍ଷୀ ବନ୍ଧନ ବହୁ ଖୁସି ଓ ଆନନ୍ଦ ପ୍ରଦାନ କରିବ। ମାନସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ର ଓ ଶିକ୍ଷା କ୍ଷେତ୍ରରେ ବହୁ ସଫଳତା ମଧ୍ୟ ପ୍ରାପ୍ତି ହେବ।
ତୁଳା ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କର ଆର୍ଥିକ କ୍ଷେତ୍ରରେ ବହୁ ଉନ୍ନତି ଘଟିବ। ପ୍ରେମ ସଂପର୍କରେ ମଧ୍ୟ ମଧୁରତା ଆସିବ।
କନ୍ୟା ରାଶି – ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜର ବକେୟା ଅର୍ଥ ପ୍ରାପ୍ତି ହେବ। ଜୀବନର ଦୁଃଖ ଦୂର ହେବ। ବ୍ୟବସାୟ ଓ କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories