www.samajalive.in
Friday, December 12, 2025
16.1 C
Bhubaneswar

ତାଲୁକ ଆଇନ ପକ୍ଷରୁ କରୋନା ସେବାକାର୍ଯ୍ୟ

ବରପାଲି: ବରପାଲି ତାଲୁକ ଆଇନ ସେବା ସମିତି ଓ ଓକିଲ ସଂଘ ମିଳିତ ଉଦ୍ୟମରେ ସ୍ଥାନିୟ ଡ଼ାକ୍ତରଖାନା ପରିସରରେ ସ୍ଥାପିତ କରୋନା ସଚେତନ କେନ୍ଦ୍ର ମାଧ୍ୟମରେ ସେବାକାର୍ଯ୍ୟ ଯୋଗାଇ ଦିଆଯାଉଛି। ତାଲୁକ ଆଇନ ସେବା ସମିତି ସଦସ୍ୟ ମାନେ ଦୁଇଟି ପର୍ଯ୍ୟାୟରେ ଦିନବେଳା ୮ ଘଣ୍ଟା ସେବା ଯୋଗାଉଥିବା ଜଣାପଡ଼ିିଥିଲା। ମୂଖ୍ୟତଃ କରୋନା ସଂକ୍ରମିତମାନଙ୍କୁ କାଡ଼ା ସାମଗ୍ରୀ ସାବୁନ ଓ ମାକ୍ସ ବିତରଣ କରିବା ସହ ପାଳନିୟ ବ୍ୟବସ୍ଥା ଉପରେ ବୁଝାଇବା ସହିତ ଗୁରୁତର ସଂକ୍ରମିତମାନଙ୍କୁ ଆମ୍ବୁଲାନ୍ସ ସୁବିଧା ଓ ଜିଲ୍ଲା ମୂଖ୍ୟ କୋଭିଡ ଚିକିତ୍ସା କେନ୍ଦ୍ରକୁ ପଠାଇବା ସହଯୋଗ଼ ଯୋଗାଇ ଦେଉଛନ୍ତି। ସେହିପରି କରୋନା ରଥ ପରିକ୍ରମା ମାଧ୍ୟମରେ ବିଭିନ୍ନ ଗାଁରେ ସର୍ବସାଧାରଣଙ୍କୁ କରୋନା ନିରାକରଣ ଦିଗକୁ ସମ୍ମାନ ଜଣାଇ ସରକାରଙ୍କ ଗାଇଡ଼ଲାଇନ ସହ ସଂକ୍ରମିତ ପରିବାର କିମ୍ବା ବ୍ୟକ୍ତି ବିଶେଷଙ୍କ ପାଳନିୟ କାର୍ଯ୍ୟକ୍ରମ ଉପରେ ମାକ୍ସ ବ୍ୟବହାର,ସାମଜିକ ଦୁରତ୍ୱ ସହ ଉଚିତ ଚିକିତ୍ସା ସମ୍ବନ୍ଧିତ ସେବା ସମ୍ପର୍କରେ ବୁଝାଇ ଦିଆଯାଉଛି।

ସଚେତନ କେନ୍ଦ୍ରରେ କରୋନା ସମ୍ବନ୍ଧିତ ସଠିକ ବାର୍ତ୍ତା ଓ ଉଚିତ ସହାୟତା ମୂଳକ ପରାମର୍ଶ ଯୋଗାଇ ଦିଆଯିବା ସହ ସାଧାରଣଙ୍କ ସହୟତା ପାଇଁ ଦୁଇଟି ମୋବାଇଲ ନମ୍ବର ଜାରି କରାଯାଇଛି। କେନ୍ଦ୍ର ଦାୟୀତ୍ୱ ଜାରି ହୋଇଥିବା ନମ୍ବର ମୋନାଇଲ ୯୯୩୭୭୩୩୪୩୩ ସହକାରୀ ସଭ୍ୟ ଡ଼ିରେକ୍ଟର ବେହେରା ଓ ୭୬୦୯୯୪୪୨୬୧ କୋର୍ଟ କର୍ମଚାରୀ ଅର୍ଜୁନ ଡ଼ାଲୁଆଙ୍କୁ ଦାୟିତ୍ୱ ନେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories