ପୁରୀ: କରୋନା ନେଲା ପୁରୀର ଆଉ ଜଣେ ଯୁବ ଆଇନଜୀବୀଙ୍କ ଜୀବନ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଆଇନଜୀବୀ ଦେବେନ୍ଦ୍ର କୁମାର ବନ୍ଥଙ୍କ ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। ତାଙ୍କର ପତ୍ନୀ ଏବଂ ୫ ବର୍ଷ ବୟସର ଗୋଟିଏ ଝିଅ ଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ କରୋନାରେ ପୁରୀର ୯ ଜଣ ଆଇନଜୀବୀଙ୍କ ବିୟୋଗ ହେଲାଣି।
Popular Categories



