www.samajalive.in
Sunday, December 7, 2025
23.1 C
Bhubaneswar

ବାଲି ଓ ପଥର ବୋଝେଇ ଟ୍ରାକ୍ଟର ଜବତ କଲେ ରାଜସ୍ବ ନିରୀକ୍ଷକ

ପାଟଣା : ସାହାରପଡା ତହସିଲ ଅନ୍ତର୍ଗତ ଉଦୟପୁର ଗ୍ରାମରୁ ବେଆଇନ ବାଲି ବୋଝେଇ କରିଥିବା ଓ ବେଆଇନ ପଥର ଚାଲାଣ କରୁଥିବା ଦୁଇଟି ଟ୍ରାକ୍ଟରକୁ ଉଦୟପୁର ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ଦ୍ଵିବେଦୀ ଜବତ କରିଛନ୍ତି। ଏହାସହ ମୋଟ ୩୧ ହଜାର ୧୨୦ ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ନୂଆ କରି ଶ୍ରୀ ଦ୍ବିବେଦୀ ଉଦୟପୁର ରାଜସ୍ବ ନିରୀକ୍ଷକ ଦାୟିତ୍ଵ ଗ୍ରହଣ କଲା ପରେ ୧୫ ଦିନରେ ତିନୋଟି ଲଘୁ ଖଣିଜ ଚୋରୀ କରୁଥିବା ଟ୍ରାକ୍ଟର ଜବତ କରି ମୋଟ ୪୫ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି। ଉଦୟପୁର ଅଞ୍ଚଳରୁ ଲଘୁ ଖଣିଜ ଚୋରୀକୁ ସେ ପ୍ରଶ୍ରୟ ଦେବେ ନାହିଁ ବୋଲି ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories