www.samajalive.in
Sunday, December 14, 2025
14.1 C
Bhubaneswar

ଗହଣା ପାଇଁ କିଛି ସ୍ୱତନ୍ତ୍ର ଉପାୟ

ରାଶି ଅନୁସାରେ ଗହଣା ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ମେଷ : ଏହି ରାଶିର ମହିଳାମାନେ ଝୁମୁକା କାନ ଫୁଲ ପିନ୍ଧିବା ଉଚିତ। ଯେକୌଣସି କାର୍ୟ୍ୟ ନିମନ୍ତେ ଲାଲ ରଙ୍ଗର ଗହଣା ପିନ୍ଧିବା ଦ୍ବାରା ଶୁଭ ଫଳ ମିଳିଥାଏ।
ବୃଷ : ଏହି ରାଶିର ମହିଳାମାନେ ହାର ଓ ଲକେଟ ପିନ୍ଧିବା ଅତ୍ୟନ୍ତ ଶୁଭ ଅଟେ।
ମିଥୁନ : ମିଥୁନ ରାଶିର ମହିଳାମାନେ ଭିନ୍ନ ଭିନ୍ନ ଡିଜାଇନର ଗହଣା ପିନ୍ଧି ପାରିବେ।
କର୍କଟ : ଏହି ରାଶିର ମହିଳାମାନେ ପୁରୁଣା ଡିଜାଇନର ଗହଣା ପିନ୍ଧିବାକୁ କୁହାଯାଇଛି।
ସିଂହ : ଏହି ରାଶିର ମହିଳାମାନେ ଆକର୍ଷଣୀୟ ଦେଖା ଯାଉଥିବା ଗହଣା ପିନ୍ଧିବା ଶୁଭ ଅଟେ।
କନ୍ୟା : କନ୍ୟା ରାଶିର ମହିଳାମାନେ ସୁନ୍ଦର ଚୁଡି ଓ କଡା ପିନ୍ଧି ପାରିବେ।
ତୁଳା : ତୁଳା ରାଶିର ମହିଳାମାନେ ବ୍ରେସଲେଟ ପିନ୍ଧିବା ଆବଶ୍ୟକ।
ବିଛା : ପୁରୁଣା ଚିହ୍ନ ଥିବା ମୁଦି ହାତ କରିବା ଏହି ରାଶିର ମହିଳାଙ୍କ ପକ୍ଷେ ଅତ୍ୟନ୍ତ ଶୁଭ ଅଟେ।
ଧନୁ : ଏହି ରାଶିର ମହିଳାମାନେ ଆକର୍ଷଣୀୟ କାନ ଫୁଲ ପିନ୍ଧିବା ଶୁଭ ଅଟେ।
ମକର : ମକର ରାଶିର ମହିଳାମାନେ ଦାମୀ ରତ୍ନ ଧାରଣା କରିବା ଶୁଭ ହୋଇଥାଏ।
କୁମ୍ଭ : ଏହି ରାଶିର ମହିଳାମାନେ କାନ ଫୁଲ ପିନ୍ଧିବା ଶୁଭ ଅଟେ।
ମୀନ : ମୀନ ରାଶିର ମହିଳାମାନେ ପାଉଁଜି ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories