www.samajalive.in
Sunday, December 14, 2025
26.1 C
Bhubaneswar

ଏହି ଘରୋଇ ଉପାୟରେ ମୁହଁ ହୋଇଥାଏ ସୁନ୍ଦର ଓ ଉଜ୍ଜଳ

ମୁହଁକୁ ଗୋରା ଓ ଉଜ୍ଜଳ କରିବା ନିମନ୍ତେ ଆମେ ବହୁ କ୍ରିମର ବ୍ୟବହାର କରିଥାଉ। ଯାହାର ବହୁ କୁପ୍ରଭାବ ମଧ୍ୟ ମୁହଁ ଉପରେ ପଡ଼ିଥାଏ। କିଛି ଘରୋଇ ଉପଚାର କରିବା ଦ୍ୱାରା ମୁହଁ ଖୁବ ସୁନ୍ଦର ହୋଇଥାଏ। ଏଥିପାଇଁ ଆମକୁ ଅଧିକ କଷ୍ଟ ମଧ୍ୟ କରିବାକୁ ପଡ଼ିନଥାଏ। ଜାଣନ୍ତୁ, ତାହା କ’ଣ…..


ଏକ ପାଚିଲା ଲେମ୍ବୁକୁ କାଟି ଏହାର ରସ ବାହାର କରି ଦିଅନ୍ତୁ। ଏହି ରସକୁ ମୁହଁରେ ଲଗାଇ ୨୦ରୁ ୨୫ମିନିଟ ରଖନ୍ତୁ। ଏହା ପରେ କାକୁଡ଼ିକୁ ଫାଳ ଫାଳ କରି କାଟି ମୁହଁରେ ଲେମ୍ବୁ ଲଗାଇଥିବା ସ୍ଥାନରେ ଘଷନ୍ତୁ। କିଛି ସମୟ ପରେ ଏକ ସୂତା କପଡ଼ାରେ ପୋଛି ଦିଅନ୍ତୁ। ଏହା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।ଏପରି ନିୟମିତ ସପ୍ତାହକୁ ୩ଥର ସବୁବେଳେ ଲଗାନ୍ତୁ। ୧ମାସରେ ଏହାର ଚମତ୍କାରିତା ଅନୁଭବ କରିପାରିବେ।
ଏହା ବ୍ୟତୀତ ଏକ ଲେମ୍ବୁର ରସ ବାହାର କରି ଏଥିରେ କିଛି ମହୁ ମିଶାଇ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ ୩୦ମିନିଟ ରଖନ୍ତୁ। ଏହାକୁ ନିୟମିତ ୧ମାସ ଲଗାଇଲେ ମଧ୍ୟ ମୁହଁ ଖୁବ ଉଜ୍ଜଳ ଓ ସୁନ୍ଦର ହୋଇଯାଏ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories