ତରଭୂଜ – ୧କପ
ସିଝା ଖିର – ୨କପ
ଆଇସକ୍ରିମ – ନିଜ ପସନ୍ଦ ଅନୁଯାୟୀ
ବରଫ ଖଣ୍ଡ – ୨ଟି
ଚିନି – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ଏହି ଜୁସକୁ ପ୍ରସ୍ତୁତ କରିବା ପାଇଁ ତରଭୂଜକୁ ଛୋଟ ଛୋଟ ଖଣ୍ଡ କରି କାଟି ଏହାର ମଞ୍ଜି ବାହାର କରି ପେଷି ଦିଅନ୍ତୁ। ଏବେ ଏଥିରେ ଖିର, ଆଇସକ୍ରିମ, ବରଫଖଣ୍ଡ, ଚିନି, ପକାଇ ପୁଣି ଭଲ ଭାବେ ପେଷି ଦେଇ ଏକ ଗିଲାସକୁ କାଢି ପିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆଇସକ୍ରିମ ତରଭୂଜ ରସ।
ଆଇସକ୍ରିମ ତରଭୂଜ ରସ
Popular Categories



