www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରମିକ ନିର୍ବାଚନ ବିବାଦ: ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା

ବ୍ରହ୍ମପୁର: ଏକ ଘରୋଇ ସଂସ୍ଥାର ଶ୍ରମିକ ନିର୍ବାଚନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପ୍ରସଙ୍ଗରେ ଜୟଶ୍ରୀ କେମିକାଲ୍ସ ଏମ୍ପେ୍ଲାଇ ୟୁନିଅନ୍ ପକ୍ଷରୁ ତୁରନ୍ତ ନିରପେକ୍ଷ ନିର୍ବାଚନ କରିବା ଦାବି ନେଇ ଛତ୍ରପୁର ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ୟୁନିଅନ୍ ପକ୍ଷରୁ ଧାରଣା  ଚାଲିଛି ।  ଶ୍ରମ ଅଧିକାରୀଙ୍କ ବାରମ୍ବାର ନିର୍ବାଚନୀ ତାରିଖ ବଦଳାଇବାକୁ ବିରୋଧ କରାଯାଇଥିବା ବେଳେ ତୁରନ୍ତ ନିର୍ବାଚନ କରିବା ପାଇଁ ଦାବି କରି ଏହି ଧାରଣା ଦିଆଯାଉଥିବା ସଂଘ ପକ୍ଷରୁ ମିଳିଛି। ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ଏନ୍. ନାରାୟଣ ରେଡ୍ଡି  ପୂର୍ବରୁ ସୂଚନା ଦେଇଥିଲେ ।  ଏଣୁ ମଙ୍ଗଳବାର ଠାରୁ ଛତ୍ରପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ଜାରି ରହିଛି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories