www.samajalive.in
Sunday, December 14, 2025
18.1 C
Bhubaneswar

ରାଶି ଅନୁଯାୟୀ ସହଜ ଉପାୟ ; ଶୁଭଫଳ

ଭଲ ଓ ଖରାପ ସମୟ ଆମ ଜୀବନର ଅଂଶ ଅଟନ୍ତି। କିନ୍ତୁ ବହୁବାର ଏପରି ଦେଖାଯାଏ ଯେ, ଆମ ଜୀବନରୁ ଖରାପ ସମୟ ଶେଷ ହୋଇନଥାଏ। ତେଣୁ ଏପରି ଅନୁଭବ ହୋଇଥାଏ ଯେ, ଅନେକ ଚେଷ୍ଟା କରିବା ସର୍ତ୍ତେ ମଧ୍ୟ କାର୍ୟ୍ୟରେ ସଫଳତା ମିଳିନଥାଏ। ପରିବାର ମଧ୍ୟରେ ସଂପର୍କରେ ମଧ୍ୟ ତିକ୍ତତା ଦେଖାଯାଇଥାଏ। ଏପରି ସମୟରେ ଲୋକେ ଏହାର ସମାଧାନ ପାଇଁ ବହୁ ଉପାୟ ମଧ୍ୟ କରିଥାଆନ୍ତି। ମାତ୍ର ରାଶି ଅନୁଯାୟୀ କେତେକ ସହଜ ଉପାୟ କରିବା ଦ୍ୱାରା ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା
ମେଷ – ଦୁଃଖ ସମୟରେ ଏହି ରାଶିର ବ୍ୟକ୍ତିଙ୍କୁ କଳା ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ।
ବୃଷ – ଏହି ରାଶିର ବ୍ୟକ୍ତିମାନେ ଦକ୍ଷିଣ ମୁଖୀ ଶଙ୍ଖ ରଖି ପୂଜା କରିବା ଉଚିତ।
ମିଥୁନ – ଏହି ରାଶିର ବ୍ୟକ୍ତିମାନେ ଧଳା ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
କର୍କଟ – ଏହି ରାଶିର ବ୍ୟକ୍ତିମାନେ ନିଜ ଘରେ ଶାମୁକା ଓ କଉଡ଼ି ଆଣି ରଖିବା ଉଚିତ।
ସିଂହ – ଏହି ରାଶିର ବ୍ୟକ୍ତିମାନେ ପୂଜାରେ ଅକ୍ଷତ ବ୍ୟବହାର କରିବା ଅତ୍ୟନ୍ତ ଶୁଭ ହୋଇଥାଏ।
କନ୍ୟା – ଏହି ରାଶିର ବ୍ୟକ୍ତିମାନେ ନିଜର ଦୁଃଖ ଓ ଅସୁବିଧା ସମୟରେ ନିୟମିତ ଘିଅର ଦୀପ ଲଗାଇବା ଉଚିତ।
ତୁଳା – ଏହି ରାଶିର ବ୍ୟକ୍ତିମାନେ ଗୃହରେ ଶ୍ରୀଯନ୍ତ୍ର ଆଣି ରଖିବା ଅତ୍ୟନ୍ତ ଶୁଭଦାୟକ ଅଟେ।
ବିଛା – ଏହି ରାଶିର ବ୍ୟକ୍ତିମାନେ ଧଳା ରଙ୍ଗର ପୋଷାକ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ।
ଧନୁ – ଏହି ରାଶିର ବ୍ୟକ୍ତିମାନେ ଗୃହରେ ରୁଦ୍ରାକ୍ଷ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ।
ମକର – ଏହି ରାଶିର ବ୍ୟକ୍ତିମାନେ କଳାରଙ୍ଗର ଦ୍ରବ୍ୟ ବ୍ୟବହାର କରିବା ଉଚିତ।
କୁମ୍ଭ – ଏହି ରାଶିର ବ୍ୟକ୍ତିମାନେ ଚନ୍ଦନର ଧୂପ ଲଗାଇବା ଉଚିତ।
ମୀନ – ଏହି ରାଶିର ବ୍ୟକ୍ତିମାନେ ମଧ୍ୟ କଳାରଙ୍ଗର ଦ୍ରବ୍ୟ ବ୍ୟବହାର କରିବା ଉଚିତ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories