www.samajalive.in
Sunday, December 14, 2025
19.1 C
Bhubaneswar

ସ୍ୱପ୍ନରୁ ଜାଣନ୍ତୁ କେବେ ହେବ ଆପଣଙ୍କ ବିବାହ

ବିବାହର ସ୍ୱପ୍ନ ପ୍ରତ୍ୟେକ ଯୁବକ ଯୁବତୀ ଦେଖିଥାଆନ୍ତି। ମାତ୍ର ଅନେକ ସମୟରେ ଗଭୀର ନିଦରେ ବିଭିନ୍ନ ପ୍ରକାର ସ୍ୱପ୍ନ ଆସିଥାଏ। ମାନ୍ୟତା ଅନୁଯାୟୀ,
ଏପରି କିଛି ସ୍ୱପ୍ନ ରହିଛି, ଯାହାର ସଙ୍କେତ ବିବାହ ହେବାର ସୂଚନା ଦେଇଥାଏ। ଜାଣନ୍ତୁ….
୧- ଯଦି କୌଣସି ଯୁବକ ସ୍ୱପ୍ନରେ ସୁନ୍ଦର ରଙ୍ଗର ପୋଷାକ କିମ୍ବା କୌଣସି ମହିଳା,ଝିଅ ସୁନ୍ଦର ରଙ୍ଗର ପୋଷକ ପିନ୍ଧିଥିବା ଦେଖନ୍ତି, ତେବେ ଆପଣଙ୍କୁ ଶାନ୍ତ ଧେର୍ଯ୍ୟବାନ ସ୍ତ୍ରୀ ପ୍ରାପ୍ତି ହେବ।
୨- ସ୍ୱପ୍ନରେ ସୁନାର ଅଳଙ୍କାର ଉପହାର ମିଳିବା ଦେଖିଲେ, ଏହା ଶୀଘ୍ର ବିବାହ ହେବାର ସଙ୍କେତ ଦେଇଥାଏ।
୩- ପ୍ରେମୀଯୁଗଳ ଯଦି ଆପଣଙ୍କ ସ୍ୱପ୍ନରେ ବଗିଚାରେ ବୁଲୁଥିବାର ଦେଖିଲେ, ପ୍ରେମରେ ଶୀଘ୍ର ସଫଳତା ମିଳିଥାଏ।
୪- ସ୍ୱପ୍ନରେ ବିଲେଇ ଦେଖିଲେ , ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇ ପାରେ।
୫- ସ୍ୱପ୍ନରେ ମୟୁର ପୁଚ୍ଛ କିମ୍ବା ବଂଶୀ ଦେଖିବା ଉତ୍ତମ ଜୀବନସାଥୀ ସହ ଶୀଘ୍ର ବିବାହ ହେବାର ସଙ୍କେତ ଦେଇଥାଏ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories