www.samajalive.in
Saturday, December 6, 2025
14.1 C
Bhubaneswar

ବାଲେଶ୍ବର : ବଣକାଟି ଗାଁରେ ହାତୀ ଉପଦ୍ରବ

ବାଲେଶ୍ବର : ଫସଳ ଅମଳ ଋତୁରେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ସେମାନେ ଘର ଦ୍ବାର ଭାଙ୍ଗିବା ସହ ବିଭିନ୍ନ ସ୍ଥାନରେ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।

ବାଲେଶ୍ବର ଜିଲ୍ଲା ରାଇବଣିଆର ବଣକାଟି ଗାଁ ରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ଘର ଭାଙ୍ଗି ଖାଇଲା ଚାଉଳ ଖାଇ ଦେଇଛି। ଗୁରୁବାର ସକାଳେ ସୁରେଇସାହି ପୋଖରୀ କୂଳରେ ହାତୀର ପାଦ ଚି଼ହ୍ନ  ଦେଖିବାକୁ ମିଳିଛି। ରେଞ୍ଜର୍ ସରୋଜ ମହାନ୍ତି ଓ ଅନ୍ୟ କର୍ମଚାରୀ ହାତୀ ଘଉଠାବା ପାଇଁ ଚେଷ୍ଟା ଛଳାଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories