www.samajalive.in
Monday, December 15, 2025
26.1 C
Bhubaneswar

ଗଣେଶଙ୍କ କୃପାରୁ ବାସ୍ତୁ ଦୋଷ ଦୂର କରନ୍ତୁ

ଘରେ ଯେକୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ। ଗଣେଶଙ୍କୁ ପୂଜା କଲେ ବାସ୍ତୁ ଦୋଷ ହୋଇଥାଏ। ଘରର ମୁଖ୍ୟ ଦ୍ୱାର,ପୂଜା ସ୍ଥାନ,ରୋଷେଇ ଘର ଓ କାର୍ଯ୍ୟାଳୟରେ ଥିବା ବାସ୍ତୁଦୋଷ ଗଣେଶ ମୂର୍ତ୍ତି ରଖିଲେ ନଷ୍ଟ ହୋଇଥାଏ। ଗଣେଶଙ୍କୁ ବିଘ୍ନବିନାଶକ ମଧ୍ୟ କୁହାଯାଇଥାଏ।
ଗଣେଶ ମୂର୍ତ୍ତି ସ୍ଥାପନ କରିବାର ନିୟମ …..
ଗଣେଶଙ୍କ ଅନେକ ମୂର୍ତ୍ତି ଘରେ ରଖନ୍ତୁ।
ପୂଜା ଘରେ ଗଣେଶଙ୍କରୂ ତିନୋଟି ମୂର୍ତ୍ତି ଏକାସହ ରଖନ୍ତୁ ନାହିଁ।
ଗଣେଶଙ୍କର ଏପରି ମୂର୍ତ୍ତି ଘରେ ରଖନ୍ତୁ ଯାହା ଦ୍ୱାରା ଘରର ସୁଖ ବଜାୟ ରହିବ।
ମୂର୍ତ୍ତିର ଉଚ୍ଚତା ୧୨ଇଞ୍ଚରୁ ଅଧିକ ହୋଇ ନ ଥିବା ଦରକାର।
ପିତ ରଙ୍ଗର ଗଣେଶ ମୂର୍ତ୍ତି ଅତ୍ୟନ୍ତ ଭଲ ଅଟେ।
ଗଣେଶଙ୍କୁ କେବେ ବି ତୁଳସୀ ଅର୍ପଣ କରନ୍ତୁ ନାହିଁ।ବାସ୍ତୁ ଦୋଷ କିପରି ଦୂର ହୋଇଥାଏ??
ଛୁଆଙ୍କ ପଢ଼ିବା ଘରେ ହଳଦିଆ ରଙ୍ଗର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ।
ଗୋଟିଏ ଘରେ କେବଳ ଗୋଟିଏ ମାତ୍ର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ।
ଶୋଇବା ଘରେ କେବେ ବି ଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ।ଘରର ମୁଖ୍ୟ ଦ୍ୱାରରେ ଭିତରକୁ ମୁହଁ କରିଥିବା ଗଣେଶଙ୍କ ମୂର୍ତ୍ତି ରଖନ୍ତୁ।
ପୂଜା ଘରେ ହଳଦିଆ ରଙ୍ଗର ଗଣେଶ ମୂର୍ତ୍ତି ରଖନ୍ତୁ।
ପ୍ରତ୍ୟେକ ଦିନ ସକାଳେ ଗଣେଶଙ୍କୁ ଦୂବ ଅର୍ପଣ କରନ୍ତୁ।
ଘରେ ଗଣେଶଙ୍କ ଅନେକ ମୂର୍ତ୍ତି ରଖିବା ପରିବର୍ତ୍ତେ ଗୋଟିଏ ସ୍ଥାନରେ ‘ଓଁ’ ଲେଖି ଦିଅନ୍ତୁ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories