ବାଲିପାଟଣା : ବାଲିପାଟଣା ଥାନା ବନମାଳୀପୁର ଗାଁରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ଜଣେ ସ୍ତ୍ରୀ ତାର ସ୍ବାମୀକୁ ମାରିଦେଇ ବାଡ଼ି ପଟେ ପୋଡ଼ି ପୋତି ଦେଇଥିବା ଜଣାପଡିଛି। ସ୍ୱାମୀକୁ ମାରି ପୋଡ଼ି ଦେଇଥିବା ନେଇ ଗାଁ ଲୋକଙ୍କୁ ଡାକି ନିଜେ ସ୍ତ୍ରୀ ସ୍ୱୀକାର କରିଥିବା ସୂଚନା ମିଳିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



