www.samajalive.in
Wednesday, December 10, 2025
15.1 C
Bhubaneswar

ଜଳିଗଲା ୬ଟି ଧାନ ଗଦା 

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ କୁଶଙ୍ଗ ଗ୍ରାମରେ ମଙ୍ଗଳବାର ଭୋରରୁ ଅଗ୍ନିକାଣ୍ଡ ଘଟି ନିରଞ୍ଜନ ଦେହୁରୀଙ୍କ ୬ଟି ଧାନଗଦା ଜଳିଯାଇଥିବା ଜଣାପଡିଛି। ପୋଡିଯାଇଥିବା ଧାନଗଦାର ଅନୁମୁନିକ ମୂଲ୍ୟ ୫୦ହଜାର ହେବ ।
ସୂଚନା ଅନୁଯାୟୀ , କୁଶଙ୍ଗ ଗ୍ରାମର ନିରଞ୍ଜନ ଦେହୁରୀ ଧାନ ଅମଳ ପାଇଁ ନିଜ ଖଳାରେ ୬ଟି ଧାନ ଗଦା ସାଇତି ରଖିଥିଲେ। ମାତ୍ର ଆଜି ଭୋରରୁ କେହି ଦୁର୍ବୃତ୍ତ  ଧାନ ଗଦାରେ ନିଆଁ ଲଗାଇଦେଇଥିବାରୁ ସବୁ ଧାନଗଦାଗୁଡିକ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଖବର ପାଇ ହରଭଙ୍ଗା ଦମକଳବାହୀନି ଘଟଣାସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ।  ପୂର୍ବ ଶତ୍ରୁତାରୁ କେହି ଏଭଳି ଅଗ୍ନିକାଣ୍ଡ ଘଟାଇଥାଇପାରେ ବୋଲି କ୍ଷତିଗ୍ରସ୍ତ ଚାଷୀ ସନ୍ଦେହ କରୁଛନ୍ତି।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories