ପରୀକ୍ଷା ଖାତାର ପୁର୍ନଃଯାଞ୍ଚ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

0

ମାଲକାନଗିରି: ଜିଲା ମହାବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି । ଅଧିକାଂଶ ଛାତ୍ରଛାତ୍ରୀଙ୍କ ଯୁକ୍ତ ୩ ଦ୍ବିତୀୟ ବର୍ଷ ପରୀକ୍ଷା ଫଳ ଖରାପ ହୋଇଥିବାରୁ ଏହାକୁ ବିରୋଧ କରି ଧାରଣାରେ ଛାତ୍ରଛାତ୍ରୀ ବସିଛନ୍ତି । ପରୀକ୍ଷା ଖାତାର ପୁର୍ନଃଯାଞ୍ଚ ପାଇଁ ସେମାନେ ଦାବି କରିଛନ୍ତି। ତୁରନ୍ତ ପରୀକ୍ଷା ଖାତାକୁ ପୁର୍ନଃଯାଞ୍ଚ ନ କରାଗଲେ ଆଗାମୀ ଦିନରେ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବା ବୋଲି ଛାତ୍ରଛାତ୍ରୀ ଚେତାବନୀ ଦେଇଛନ୍ତି ।

Leave A Reply