www.samajalive.in
Friday, December 12, 2025
14.1 C
Bhubaneswar

+୩ ସ୍ପଟ୍‌ ଆଡ୍‌ମିଶନ ପାଇଁ ବିଜ୍ଞପ୍ତି, ନଭେମ୍ବର ୧୦ରୁ ୧୩ ପର୍ଯ୍ୟନ୍ତ ଡ୍ରପ୍‌ବକ୍ସରେ ପକାଇ ପାରିବେ ଆବେଦନପତ୍ର

ଭୁବନେଶ୍ବର: ଉଚ୍ଚ ଶିକ୍ଷା ଅଧୀନରେ ଥିବା ସମସ୍ତ ଡିଗ୍ରୀ କଲେଜରେ ୨୦୨୦-୨୧ ଶିକ୍ଷାବର୍ଷର +୩ ପ୍ରଥମ ବର୍ଷରେ ସ୍ପଟ ଆଡ୍‌ମିଶନ୍‌ ପାଇଁ ଉଚ୍ଚଶିକ୍ଷା ବିଭାଗ ଆଜି ବିଜ୍ଞପ୍ତି ପ୍ରକାଶ କରିଛି।  ନଭେମ୍ବର ୯ରେ ଖାଲିଥିବା ସିଟ୍‌ ନେଇ  ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

 

- Advertisement -

ଛାତ୍ରଛାତ୍ରୀମାନେ ନଭେମ୍ବର ୧୦ରୁ ୧୩ ପର୍ଯ୍ୟନ୍ତ ଡ୍ରପ୍‌ବକ୍ସରେ  ଆବଦନପତ୍ର ପକାଇ ପାରିବେ। ନଭେମ୍ବର ୧୭ରେ ସ୍ପଟ ଆଡ୍‌ମିଶନ ପାଇଁ ମନୋନୀତ ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ କରାଯିବ। ମନୋନୀତ ଛାତ୍ରଛାତ୍ରୀ ନଭେମ୍ବର ୨୧ରେ ଆଡ୍‌ମିଶନ୍‌ ଫି ଦାଖଲ କରିବାକୁ ଥିବାବେଳେ ନଭେମ୍ବର ୨୩ରେ ଆଡ୍‌ମିଶନ୍‌ ଡାଟା ଅପ୍‌ଲୋଡ୍‌ କରାଯିବ ବୋଲି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

Hot this week

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

Related Articles

Popular Categories