www.samajalive.in
Friday, December 12, 2025
14.1 C
Bhubaneswar

ପୁଞ୍ଜିନିବେଶ ବୃଦ୍ଧି ପାଇଁ ଭାଗିଦାରୀ ସଂପର୍କରେ ଉନ୍ନତି ଆଣିବାକୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ଆହ୍ୱାନ

ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ୍ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କୁ ସେମାନଙ୍କର ଅର୍ଥନୀତିକୁ ସୁଦୃଢ଼ କରିବା ଓ ଅଞ୍ଚଳରେ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ବୃଦ୍ଧି ପାଇଁ ଭାଗିଦାରୀ ସଂପର୍କରେ ଉନ୍ନତି ଆଣିବାକୁ ଆହ୍ୱାନ ଦେଇଛନ୍ତି। ସାଂଘାଇ ସହଯୋଗ ସଂଗଠନ-ଏସସିଓର ଉନବିଂଶ ବୈଠକରେ ଉଦବୋଧନ ଦେଇ ସେ ଏହା କହିଛନ୍ତି।

- Advertisement -

ଶ୍ରୀ ଗୋଏଲ୍ କହିଛନ୍ତି, ଏସସିଓ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ପାଇଁ କ୍ରମାଗତ ଭାବେ ଉଦ୍ୟମ ହେବା ଆବଶ୍ୟକ। ଏହା ଦ୍ୱାରା କୋଭିଡ୍ ୧୯ ଯୋଗୁଁ ଘଟିଥିବା ଅର୍ଥନୈତିକ କ୍ଷତିର ଶୀଘ୍ର ଭରଣା କରାଯାଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି।

ଶ୍ରୀ ଗୋଏଲ୍ କହିଛନ୍ତି, ପ୍ରତ୍ୟେକ ଦେଶର ମତାମତ ପଛରେ ସଂପୃକ୍ତ ଦେଶର ସଭ୍ୟତା ଓ ଦାର୍ଶନିକ ପରମ୍ପରାର ଯଥେଷ୍ଟ ଭୂମିକା ରହିଛି। ପୁରାତନ ଯୁଗରୁ ଭାରତ ବସୁଧୈବ କୁଟୁମ୍ବକମ୍ ନୀତିରେ ବିଶ୍ୱାସ କରିଆସୁଛି ବୋଲି ମନ୍ତ୍ରୀ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories