www.samajalive.in
Sunday, December 7, 2025
26.1 C
Bhubaneswar

ଅନ୍ତରଙ୍ଗ ପକ୍ଷରୁ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ

ଫୁଲବାଣୀ :କନ୍ଧମାଳ ଜିଲାର ବିିଭିନ୍ନ ସ୍ଥାନରେ ଆନ୍ତଜାର୍ତ୍ତିକ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୋ ସ୍ୱର , ଆମର ସମାନ ଭବିଷ୍ୟତ ସଂପର୍କିତ ଆଲେଚାନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଦିବସ ଅବସରରେ ଜିଲାର ବିଭିନ୍ନ ଅଞ୍ଚଳରେ ସେଭ୍ ଦି ଚିଲଡ଼୍ରେନ୍ ଓ ଆକ୍ସନ ଏଡ଼୍ ପକ୍ଷରୁ ବିିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମନୋଜ ମିଶ୍ର ଓ ସ୍ୱାତୀ ଜନ୍ମୟା ମିଶ୍ର ପ୍ରମୁଖ ଏହାର ତଦାରଖ କରିଥିଲେ। ସେହିଭଳି ଅନ୍ତରଙ୍ଗ ପକ୍ଷରୁ ମଧ୍ୟ ଜିଲାର ବିିଭିନ୍ନ ଅଞ୍ଚଳରେ ଏହି ଦିବସ ପାଳିତ ହୋଇଯାଇଛି।

କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି, ଜି,ଉଦୟଗିରି ଆଦି ଅଞ୍ଚଳରେ ପାଳିତ କାର୍ଯ୍ୟକ୍ରମରେ ନିର୍ବାଚିତ ଲୋକ ପ୍ରତିନିଧି ଓ ବୁଦ୍ଧଜୀବି ମାନେ ସାମିଲ୍ ହୋଇ ନିଜ ନିଜର ବକ୍ତବ୍ର ପ୍ରଦାନ କରିଥିଲେ। ଏହି ଅବସରରେ କରୋନାରୁ କିଭଳି ଭାବେ ଦୂରେଇ ରହିବା ସେ ଦିଗରେ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଶିଶୁ ଶିକ୍ଷା , ପୋଷଣ ଖାଦ୍ୟ ଖାଇବା , ବାଲ୍ୟ ବିବାହ ସହିତ ବିିଭିନ୍ନ ଦିଗ ୁପରେ ସଚେତନ କରାଯାଇଥିଲା। ବିଭିନ୍ନ କାର୍ଯ୍ୟକ୍ରମରେ ଅନ୍ତରଙ୍ଗ ବାଲ୍ୟ ବିବାହ ପ୍ରତିରୋଧ ମଂଚର ସଂପାଦିକା ସୁଶ୍ରୀ ବିଷ୍ଣୁ ପ୍ରିୟା ପ୍ରଧାନ , ସରପଂଚ ସଚିଦାନନ୍ଦ ପ୍ରଧାନ , ସୁମନ୍ତ ପ୍ରଧାନ , ବନ୍ଦିନୀ ପ୍ରଧାନ , ଯୁବ ମହାସଂଘର ସଂପାଦକ ହୃଷିକେଶ ପ୍ରଧାନ , ନିଳମାଧବ ପାତ୍ର , ରାଜବାଳା ସିଂ , ପ୍ରଦୀପ କୁମାର ଦାସ ଓ ଅନ୍ୟମାନେ ସାମିଲ୍ ହୋଇ ଉଦ୍‌ବୋଧନ ଦେଇଥିଲେ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories