www.samajalive.in
Tuesday, December 9, 2025
15.1 C
Bhubaneswar

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଗଡ଼ମଧୁପୁର : ଧର୍ମଶାଳା ବ୍ଲକ ଅଣ୍ଟିଆ ପଂଚାୟତର ଅଣ୍ଟିଆ ତଳସାହିଠାରେ ଏକ ଅବସରକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଅବସରପ୍ରାପ୍ତ କୃଷି ଯୁଗ୍ମ ନିର୍ଦ୍ଦେଶକ ଭବାନୀ ଶଙ୍କର ମହାପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ସମ୍ବର୍ଦ୍ଧିତ ସଭାରେ ସରୋଜ କୁମାର କାନୁନଗୋ ସଭାପତିତ୍ୱ କରି ଭବାନୀ ବାବୁଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ମିଶ୍ର ଓ ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ଅର୍ଜୁନ କୁମାର ସାହୁ ଯୋଗ ଦେଇଥିଲେ। ମହାପାତ୍ର ୩୬ବର୍ଷ କୃଷି ବିଭାଗରେ ନିରବଛିନ୍ନ ଭାବରେ କାର୍ଯ୍ୟ କଲାପରେ ଗତ ତା ୩୦।୯।୨୦ ରିଖରେ ନିଜର କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ।
ଆଜି ସେ ତାଙ୍କର ଜନ୍ମ ମାଟିକୁ ଆସୁଥିବା ଗ୍ରାମବାସିମାନେ ଜାଣିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦେବାକୁ ସ୍ଥିର କରିଥିଲେ। ମହାପାତ୍ର ଅଣ୍ଟିଆ ଗ୍ରାମରେ ଜନ୍ମ ଗ୍ରହଣ କରି କୃଷିବିଭାଗର ଜଣେ ବ୍ଲକଲେବୁଲ ଅଫିସର ଭାବରେ କାର୍ଯ୍ୟ ଆରମ୍ଭ କରି ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ରହି ଅବସର ଗ୍ରହଣ କରିଛନ୍ତି। ତାଙ୍କ ବାପା ସ୍ୱର୍ଗତ ବିଦ୍ୟାଧର ବାରିକ ଅଭିଭକ୍ତ କମାଗଡ ପଂଚାୟତର ତିନିଥର ସରପଂଚ ଭାବରେ ରହି ନିଜର ଲୋକପ୍ରିୟତାର ଛାପଛାଡି ଯାଇଥିବା ବେଳେ ତାଙ୍କର ସୁପୁତ୍ର ଭାବରେ ଗାଁରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସେ ତାଙ୍କ ଅଭିଭାଷଣରେ ନିଜର କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ଦିନ ଛୁଟି ନେଇନଥିବା ପ୍ରକାଶ କରିଥିବା ବେଳେ ଆଗକୁ ଗାଁରେ ରହି ସମାଜସେବାରେ ସମୟ କାଟିବାକୁ ଉଚିତ ମଣିବେ ବୋଲି କହିଥିଲେ। ଆଜିର ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭରେ ତାଙ୍କର ସହଧର୍ମୀଣି ତଥା ରମାଦେବୀ ମହାବିଦ୍ୟାଳୟର ଅଧ୍ୟାପିକା ଶସ୍ମିତା ବେହେରା ଉପସ୍ଥିତ ଥିବା ବେଳେ ତାଙ୍କର କନ୍ୟା ତଥା ଶ୍ରରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଡାକ୍ତର ମନିଷା ମହାପାତ୍ର ଗାଁର ଉପସ୍ଥିତ ଲୋକମାନଙ୍କୁ ମାସ୍କ ବଣ୍ଟନ କରିଥିଲେ। ଗ୍ରାମବାସୀଙ୍କ ତରଫରୁ ନାରଣ ଜେନା, ମାୟାଧର ମଳିକ, ଶତୃଘ୍ନ ରାଉତ, ତାପସ କାନୁନଗୋ, ଆନନ୍ଦ ମହାରଣା ପ୍ରମୁଖ ମହାପାତ୍ରଙ୍କୁ ପାଛୋଟି ଆଣିଥିଲେ। ଶେଷରେ ବିଶ୍ୱ ଭୂଷଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଗଡ଼ମଧୁପୁର ୧୦। ୧୦(ନି.ପ୍ର): ଧର୍ମଶାଳା ବ୍ଲକ ଅଣ୍ଟିଆ ପଂଚାୟତର ଅଣ୍ଟିଆ ତଳସାହିଠାରେ ଏକ ଅବସରକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଅବସରପ୍ରାପ୍ତ କୃଷି ଯୁଗ୍ମ ନିର୍ଦ୍ଦେଶକ ଭବାନୀ ଶଙ୍କର ମହାପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ସମ୍ବର୍ଦ୍ଧିତ ସଭାରେ ସରୋଜ କୁମାର କାନୁନଗୋ ସଭାପତିତ୍ୱ କରି ଭବାନୀ ବାବୁଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ମିଶ୍ର ଓ ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ଅର୍ଜୁନ କୁମାର ସାହୁ ଯୋଗ ଦେଇଥିଲେ। ଶ୍ରୀ ମହାପାତ୍ର ୩୬ବର୍ଷ କୃଷି ବିଭାଗରେ ନିରବଛିନ୍ନ ଭାବରେ କାର୍ଯ୍ୟ କଲାପରେ ଗତ ତା ୩୦।୯।୨୦ ରିଖରେ ନିଜର କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ। ଆଜି ସେ ତାଙ୍କର ଜନ୍ମ ମାଟିକୁ ଆସୁଥିବା ଗ୍ରାମବାସିମାନେ ଜାଣିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦେବାକୁ ସ୍ଥର କରିଥିଲେ। ଶ୍ରୀ ମହାପାତ୍ର ଅଣ୍ଟିଆ ଗ୍ରାମରେ ଜନ୍ମ ଗ୍ରହଣ କରି କୃଷିବିଭାଗର ଜଣେ ବ୍ଲକଲେବୁଲ ଅଫିସର ଭାବରେ କାର୍ଯ୍ୟ ଆରମ୍ଭ କରି ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ରହି ଅବସର ଗ୍ରହଣ କରିଛନ୍ତି। ତାଙ୍କ ବାପା ସ୍ୱର୍ଗତ ବିଦ୍ୟାଧର ବାରିକ ଅଭିଭକ୍ତ କମାଗଡ ପଂଚାୟତର ତିନିଥର ସରପଂଚ ଭାବରେ ରହି ନିଜର ଲୋକପ୍ରିୟତାର ଛାପଛାଡି ଯାଇଥିବା ବେଳେ ତାଙ୍କର ସୁପୁତ୍ର ଭାବରେ ଗାଁରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସେ ତାଙ୍କ ଅଭିଭାଷଣରେ ନିଜର କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ଦିନ ଛୁଟି ନେଇନଥିବା ପ୍ରକାଶ କରିଥିବା ବେଳେ ଆଗକୁ ଗାଁରେ ରହି ସମାଜସେବାରେ ସମୟ କାଟିବାକୁ ଉଚିତ ମଣିବେ ବୋଲି କହିଥିଲେ। ଆଜିର ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭରେ ତାଙ୍କର ସହଧର୍ମୀଣି ତଥା ରମାଦେବୀ ମହାବିଦ୍ୟାଳୟର ଅଧ୍ୟାପିକା ଶସ୍ମିତା ବେହେରା ଉପସ୍ଥିତ ଥିବା ବେଳେ ତାଙ୍କର କନ୍ୟା ତଥା ଶ୍ରରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଡାକ୍ତର ମନିଷା ମହାପାତ୍ର ଗାଁର ଉପସ୍ଥିତ ଲୋକମାନଙ୍କୁ ମାସ୍କ ବଣ୍ଟନ କରିଥିଲେ। ଗ୍ରାମବାସୀଙ୍କ ତରଫରୁ ନାରଣ ଜେନା, ମାୟାଧର ମଳିକ, ଶତୃଘ୍ନ ରାଉତ, ତାପସ କାନୁନଗୋ, ଆନନ୍ଦ ମହାରଣା ପ୍ରମୁଖ ଶ୍ରୀ ମହାପାତ୍ରଙ୍କୁ ପାଛୋଟି ଆଣିଥିଲେ। ଶେଷରେ ବିଶ୍ୱ ଭୂଷଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ବଜରଙ୍ଗ ଦଳ ପକ୍ଷରୁ ହନୁମାନ ମନ୍ଦୀର ସଫେଇ
ଗଡ଼ମଧୁପୁର ୩।୧୦(ନି.ପ୍ର): ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଧର୍ମଶାଳା ଶାଖା ପକ୍ଷରୁ ଧର୍ମଶାଳା ବ୍ଲକ ଜେନାପୁର ହନୁମାନ ମନ୍ଦୀର ପରିଷରରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଆଜି ଦିନ ୧୦ ଘଟିକା ସମୟରେ ପ୍ରଖଣ୍ଡ ପକ୍ଷରୁ କର୍ମକର୍ତ୍ତାମାନେ ଜେନାପୁ ଠାରେ ପହଞ୍ôଚ ହନୁମାନ ମନ୍ଦୀରର ଭିତର ଓ ବାହାର ପରିଷରରେ ରହିଥିବା ଅଳିଆ ଅବର୍ଜନା, ଘାସ ପତ୍ର ଆଦି ସଫା କରିଥିଲେ। ରଂଜନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଆଜିର ଏହି ସଫେଇ କାର୍ଯ୍ୟକ୍ରମ ସହିତ ସଫେଇ ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଗ୍ରାମବାସୀମାନଙ୍କୁ ଗାଁ ସଫେଇର ଉପାଦେୟତା ସମ୍ପର୍କରେ ଅବଗତ କାରଯାଇଥିଲା। ଏଥି ସହିତ ହିନ୍ଦୁ ଧର୍ମର ସୁରକ୍ଷା ଓ ହିନ୍ଦୁମାନଙ୍କର କର୍ତ୍ତବ୍ୟ ଶିର୍ସକ ଅଲୋଚନା ହୋଇଥିଲା। ପ୍ରଖଣ୍ଡ ସଂଯୋଜକ ଗୋପବନ୍ଧୁ ନାୟକ, ସହସଂଯୋଜକ ରଂଜନ କୁମାର ଦାସ, ସୁଚନା ପ୍ରମୂଖ ପ୍ରମୋଦ କୁମାର ସାମଲ, ସଚିତାନନ୍ଦ ଦାସ, ନିରଞ୍ଜନ ମଲିକ, ଅମର ମଲିକ, କୁନି ମଲିକ,କେଦାର ମଲିକ, ପ୍ରେମାନନ୍ଦ ସାହୁ, ସନ୍ଦୀପ୍ତ କୁମାର ଗନ୍ତାୟତ, ଜୟନ୍ତ ସାହୁ, ବିବେକାନନ୍ଦ ଜେନା ଓ ଅନ୍ୟମାନେ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଗଡ଼ମଧୁପୁର ୩।୧୦(ନି.ପ୍ର): ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଧର୍ମଶାଳା ଶାଖା ପକ୍ଷରୁ ଧର୍ମଶାଳା ବ୍ଲକ ଜେନାପୁର ହନୁମାନ ମନ୍ଦୀର ପରିଷରରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଆଜି ଦିନ ୧୦ ଘଟିକା ସମୟରେ ପ୍ରଖଣ୍ଡ ପକ୍ଷରୁ କର୍ମକର୍ତ୍ତାମାନେ ଜେନାପୁ ଠାରେ ପହଞ୍ôଚ ହନୁମାନ ମନ୍ଦୀରର ଭିତର ଓ ବାହାର ପରିଷରରେ ରହିଥିବା ଅଳିଆ ଅବର୍ଜନା, ଘାସ ପତ୍ର ଆଦି ସଫା କରିଥିଲେ। ରଂଜନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଆଜିର ଏହି ସଫେଇ କାର୍ଯ୍ୟକ୍ରମ ସହିତ ସଫେଇ ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଗ୍ରାମବାସୀମାନଙ୍କୁ ଗାଁ ସଫେଇର ଉପାଦେୟତା ସମ୍ପର୍କରେ ଅବଗତ କାରଯାଇଥିଲା। ଏଥି ସହିତ ହିନ୍ଦୁ ଧର୍ମର ସୁରକ୍ଷା ଓ ହିନ୍ଦୁମାନଙ୍କର କର୍ତ୍ତବ୍ୟ ଶିର୍ସକ ଅଲୋଚନା ହୋଇଥିଲା। ପ୍ରଖଣ୍ଡ ସଂଯୋଜକ ଗୋପବନ୍ଧୁ ନାୟକ, ସହସଂଯୋଜକ ରଂଜନ କୁମାର ଦାସ, ସୁଚନା ପ୍ରମୂଖ ପ୍ରମୋଦ କୁମାର ସାମଲ, ସଚିତାନନ୍ଦ ଦାସ, ନିରଞ୍ଜନ ମଲିକ, ଅମର ମଲିକ, କୁନି ମଲିକ,କେଦାର ମଲିକ, େପ୍ରମାନନ୍ଦ ସାହୁ, ସନ୍ଦୀପ୍ତ କୁମାର ଗନ୍ତାୟତ, ଜୟନ୍ତ ସାହୁ, ବିବେକାନନ୍ଦ ଜେନା ଓ ଅନ୍ୟମାନେ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଗଡ଼ମଧୁପୁର ୧୦। ୧୦(ନି.ପ୍ର): ଧର୍ମଶାଳା ବ୍ଲକ ଅଣ୍ଟିଆ ପଂଚାୟତର ଅଣ୍ଟିଆ ତଳସାହିଠାରେ ଏକ ଅବସରକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଅବସରପ୍ରାପ୍ତ କୃଷି ଯୁଗ୍ମ ନିର୍ଦ୍ଦେଶକ ଭବାନୀ ଶଙ୍କର ମହାପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ସମ୍ବର୍ଦ୍ଧିତ ସଭାରେ ସରୋଜ କୁମାର କାନୁନଗୋ ସଭାପତିତ୍ୱ କରି ଭବାନୀ ବାବୁଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ମିଶ୍ର ଓ ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ଅର୍ଜୁନ କୁମାର ସାହୁ ଯୋଗ ଦେଇଥିଲେ। ଶ୍ରୀ ମହାପାତ୍ର ୩୬ବର୍ଷ କୃଷି ବିଭାଗରେ ନିରବଛିନ୍ନ ଭାବରେ କାର୍ଯ୍ୟ କଲାପରେ ଗତ ତା ୩୦।୯।୨୦ ରିଖରେ ନିଜର କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ। ଆଜି ସେ ତାଙ୍କର ଜନ୍ମ ମାଟିକୁ ଆସୁଥିବା ଗ୍ରାମବାସିମାନେ ଜାଣିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦେବାକୁ ସ୍ଥର କରିଥିଲେ। ଶ୍ରୀ ମହାପାତ୍ର ଅଣ୍ଟିଆ ଗ୍ରାମରେ ଜନ୍ମ ଗ୍ରହଣ କରି କୃଷିବିଭାଗର ଜଣେ ବ୍ଲକଲେବୁଲ ଅଫିସର ଭାବରେ କାର୍ଯ୍ୟ ଆରମ୍ଭ କରି ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ରହି ଅବସର ଗ୍ରହଣ କରିଛନ୍ତି। ତାଙ୍କ ବାପା ସ୍ୱର୍ଗତ ବିଦ୍ୟାଧର ବାରିକ ଅଭିଭକ୍ତ କମାଗଡ ପଂଚାୟତର ତିନିଥର ସରପଂଚ ଭାବରେ ରହି ନିଜର ଲୋକପ୍ରିୟତାର ଛାପଛାଡି ଯାଇଥିବା ବେଳେ ତାଙ୍କର ସୁପୁତ୍ର ଭାବରେ ଗାଁରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସେ ତାଙ୍କ ଅଭିଭାଷଣରେ ନିଜର କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ଦିନ ଛୁଟି ନେଇନଥିବା ପ୍ରକାଶ କରିଥିବା ବେଳେ ଆଗକୁ ଗାଁରେ ରହି ସମାଜସେବାରେ ସମୟ କାଟିବାକୁ ଉଚିତ ମଣିବେ ବୋଲି କହିଥିଲେ। ଆଜିର ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭରେ ତାଙ୍କର ସହଧର୍ମୀଣି ତଥା ରମାଦେବୀ ମହାବିଦ୍ୟାଳୟର ଅଧ୍ୟାପିକା ଶସ୍ମିତା ବେହେରା ଉପସ୍ଥିତ ଥିବା ବେଳେ ତାଙ୍କର କନ୍ୟା ତଥା ଶ୍ରରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଡାକ୍ତର ମନିଷା ମହାପାତ୍ର ଗାଁର ଉପସ୍ଥିତ ଲୋକମାନଙ୍କୁ ମାସ୍କ ବଣ୍ଟନ କରିଥିଲେ। ଗ୍ରାମବାସୀଙ୍କ ତରଫରୁ ନାରଣ ଜେନା, ମାୟାଧର ମଳିକ, ଶତୃଘ୍ନ ରାଉତ, ତାପସ କାନୁନଗୋ, ଆନନ୍ଦ ମହାରଣା ପ୍ରମୁଖ ଶ୍ରୀ ମହାପାତ୍ରଙ୍କୁ ପାଛୋଟି ଆଣିଥିଲେ। ଶେଷରେ ବିଶ୍ୱ ଭୂଷଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ବଜରଙ୍ଗ ଦଳ ପକ୍ଷରୁ ହନୁମାନ ମନ୍ଦୀର ସଫେଇ
ଗଡ଼ମଧୁପୁର ୩।୧୦(ନି.ପ୍ର): ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଧର୍ମଶାଳା ଶାଖା ପକ୍ଷରୁ ଧର୍ମଶାଳା ବ୍ଲକ ଜେନାପୁର ହନୁମାନ ମନ୍ଦୀର ପରିଷରରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଆଜି ଦିନ ୧୦ ଘଟିକା ସମୟରେ ପ୍ରଖଣ୍ଡ ପକ୍ଷରୁ କର୍ମକର୍ତ୍ତାମାନେ ଜେନାପୁ ଠାରେ ପହଞ୍ôଚ ହନୁମାନ ମନ୍ଦୀରର ଭିତର ଓ ବାହାର ପରିଷରରେ ରହିଥିବା ଅଳିଆ ଅବର୍ଜନା, ଘାସ ପତ୍ର ଆଦି ସଫା କରିଥିଲେ। ରଂଜନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଆଜିର ଏହି ସଫେଇ କାର୍ଯ୍ୟକ୍ରମ ସହିତ ସଫେଇ ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଗ୍ରାମବାସୀମାନଙ୍କୁ ଗାଁ ସଫେଇର ଉପାଦେୟତା ସମ୍ପର୍କରେ ଅବଗତ କାରଯାଇଥିଲା। ଏଥି ସହିତ ହିନ୍ଦୁ ଧର୍ମର ସୁରକ୍ଷା ଓ ହିନ୍ଦୁମାନଙ୍କର କର୍ତ୍ତବ୍ୟ ଶିର୍ସକ ଅଲୋଚନା ହୋଇଥିଲା। ପ୍ରଖଣ୍ଡ ସଂଯୋଜକ ଗୋପବନ୍ଧୁ ନାୟକ, ସହସଂଯୋଜକ ରଂଜନ କୁମାର ଦାସ, ସୁଚନା ପ୍ରମୂଖ ପ୍ରମୋଦ କୁମାର ସାମଲ, ସଚିତାନନ୍ଦ ଦାସ, ନିରଞ୍ଜନ ମଲିକ, ଅମର ମଲିକ, କୁନି ମଲିକ,କେଦାର ମଲିକ, ପ୍ରେମାନନ୍ଦ ସାହୁ, ସନ୍ଦୀପ୍ତ କୁମାର ଗନ୍ତାୟତ, ଜୟନ୍ତ ସାହୁ, ବିବେକାନନ୍ଦ ଜେନା ଓ ଅନ୍ୟମାନେ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଗଡ଼ମଧୁପୁର ୧୦। ୧୦(ନି.ପ୍ର): ଧର୍ମଶାଳା ବ୍ଲକ ଅଣ୍ଟିଆ ପଂଚାୟତର ଅଣ୍ଟିଆ ତଳସାହିଠାରେ ଏକ ଅବସରକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଅବସରପ୍ରାପ୍ତ କୃଷି ଯୁଗ୍ମ ନିର୍ଦ୍ଦେଶକ ଭବାନୀ ଶଙ୍କର ମହାପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ସମ୍ବର୍ଦ୍ଧିତ ସଭାରେ ସରୋଜ କୁମାର କାନୁନଗୋ ସଭାପତିତ୍ୱ କରି ଭବାନୀ ବାବୁଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ମିଶ୍ର ଓ ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ଅର୍ଜୁନ କୁମାର ସାହୁ ଯୋଗ ଦେଇଥିଲେ। ଶ୍ରୀ ମହାପାତ୍ର ୩୬ବର୍ଷ କୃଷି ବିଭାଗରେ ନିରବଛିନ୍ନ ଭାବରେ କାର୍ଯ୍ୟ କଲାପରେ ଗତ ତା ୩୦।୯।୨୦ ରିଖରେ ନିଜର କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ। ଆଜି ସେ ତାଙ୍କର ଜନ୍ମ ମାଟିକୁ ଆସୁଥିବା ଗ୍ରାମବାସିମାନେ ଜାଣିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦେବାକୁ ସ୍ଥର କରିଥିଲେ। ଶ୍ରୀ ମହାପାତ୍ର ଅଣ୍ଟିଆ ଗ୍ରାମରେ ଜନ୍ମ ଗ୍ରହଣ କରି କୃଷିବିଭାଗର ଜଣେ ବ୍ଲକଲେବୁଲ ଅଫିସର ଭାବରେ କାର୍ଯ୍ୟ ଆରମ୍ଭ କରି ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ରହି ଅବସର ଗ୍ରହଣ କରିଛନ୍ତି। ତାଙ୍କ ବାପା ସ୍ୱର୍ଗତ ବିଦ୍ୟାଧର ବାରିକ ଅଭିଭକ୍ତ କମାଗଡ ପଂଚାୟତର ତିନିଥର ସରପଂଚ ଭାବରେ ରହି ନିଜର ଲୋକପ୍ରିୟତାର ଛାପଛାଡି ଯାଇଥିବା ବେଳେ ତାଙ୍କର ସୁପୁତ୍ର ଭାବରେ ଗାଁରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସେ ତାଙ୍କ ଅଭିଭାଷଣରେ ନିଜର କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ଦିନ ଛୁଟି ନେଇନଥିବା ପ୍ରକାଶ କରିଥିବା ବେଳେ ଆଗକୁ ଗାଁରେ ରହି ସମାଜସେବାରେ ସମୟ କାଟିବାକୁ ଉଚିତ ମଣିବେ ବୋଲି କହିଥିଲେ। ଆଜିର ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭରେ ତାଙ୍କର ସହଧର୍ମୀଣି ତଥା ରମାଦେବୀ ମହାବିଦ୍ୟାଳୟର ଅଧ୍ୟାପିକା ଶସ୍ମିତା ବେହେରା ଉପସ୍ଥିତ ଥିବା ବେଳେ ତାଙ୍କର କନ୍ୟା ତଥା ଶ୍ରରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଡାକ୍ତର ମନିଷା ମହାପାତ୍ର ଗାଁର ଉପସ୍ଥିତ ଲୋକମାନଙ୍କୁ ମାସ୍କ ବଣ୍ଟନ କରିଥିଲେ। ଗ୍ରାମବାସୀଙ୍କ ତରଫରୁ ନାରଣ ଜେନା, ମାୟାଧର ମଳିକ, ଶତୃଘ୍ନ ରାଉତ, ତାପସ କାନୁନଗୋ, ଆନନ୍ଦ ମହାରଣା ପ୍ରମୁଖ ଶ୍ରୀ ମହାପାତ୍ରଙ୍କୁ ପାଛୋଟି ଆଣିଥିଲେ। ଶେଷରେ ବିଶ୍ୱ ଭୂଷଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ବଜରଙ୍ଗ ଦଳ ପକ୍ଷରୁ ହନୁମାନ ମନ୍ଦୀର ସଫେଇ
ଗଡ଼ମଧୁପୁର ୩।୧୦(ନି.ପ୍ର): ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଧର୍ମଶାଳା ଶାଖା ପକ୍ଷରୁ ଧର୍ମଶାଳା ବ୍ଲକ ଜେନାପୁର ହନୁମାନ ମନ୍ଦୀର ପରିଷରରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଆଜି ଦିନ ୧୦ ଘଟିକା ସମୟରେ ପ୍ରଖଣ୍ଡ ପକ୍ଷରୁ କର୍ମକର୍ତ୍ତାମାନେ ଜେନାପୁ ଠାରେ ପହଞ୍ôଚ ହନୁମାନ ମନ୍ଦୀରର ଭିତର ଓ ବାହାର ପରିଷରରେ ରହିଥିବା ଅଳିଆ ଅବର୍ଜନା, ଘାସ ପତ୍ର ଆଦି ସଫା କରିଥିଲେ। ରଂଜନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଆଜିର ଏହି ସଫେଇ କାର୍ଯ୍ୟକ୍ରମ ସହିତ ସଫେଇ ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଗ୍ରାମବାସୀମାନଙ୍କୁ ଗାଁ ସଫେଇର ଉପାଦେୟତା ସମ୍ପର୍କରେ ଅବଗତ କାରଯାଇଥିଲା। ଏଥି ସହିତ ହିନ୍ଦୁ ଧର୍ମର ସୁରକ୍ଷା ଓ ହିନ୍ଦୁମାନଙ୍କର କର୍ତ୍ତବ୍ୟ ଶିର୍ସକ ଅଲୋଚନା ହୋଇଥିଲା। ପ୍ରଖଣ୍ଡ ସଂଯୋଜକ ଗୋପବନ୍ଧୁ ନାୟକ, ସହସଂଯୋଜକ ରଂଜନ କୁମାର ଦାସ, ସୁଚନା ପ୍ରମୂଖ ପ୍ରମୋଦ କୁମାର ସାମଲ, ସଚିତାନନ୍ଦ ଦାସ, ନିରଞ୍ଜନ ମଲିକ, ଅମର ମଲିକ, କୁନି ମଲିକ,କେଦାର ମଲିକ, ପ୍ରେମାନନ୍ଦ ସାହୁ, ସନ୍ଦୀପ୍ତ କୁମାର ଗନ୍ତାୟତ, ଜୟନ୍ତ ସାହୁ, ବିବେକାନନ୍ଦ ଜେନା ଓ ଅନ୍ୟମାନେ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଯୁଗ୍ମ କୃଷି ନିର୍ଦ୍ଦେଶକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ଗଡ଼ମଧୁପୁର ୧୦। ୧୦(ନି.ପ୍ର): ଧର୍ମଶାଳା ବ୍ଲକ ଅଣ୍ଟିଆ ପଂଚାୟତର ଅଣ୍ଟିଆ ତଳସାହିଠାରେ ଏକ ଅବସରକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଅବସରପ୍ରାପ୍ତ କୃଷି ଯୁଗ୍ମ ନିର୍ଦ୍ଦେଶକ ଭବାନୀ ଶଙ୍କର ମହାପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ସମ୍ବର୍ଦ୍ଧିତ ସଭାରେ ସରୋଜ କୁମାର କାନୁନଗୋ ସଭାପତିତ୍ୱ କରି ଭବାନୀ ବାବୁଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ମିଶ୍ର ଓ ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ଅର୍ଜୁନ କୁମାର ସାହୁ ଯୋଗ ଦେଇଥିଲେ। ଶ୍ରୀ ମହାପାତ୍ର ୩୬ବର୍ଷ କୃଷି ବିଭାଗରେ ନିରବଛିନ୍ନ ଭାବରେ କାର୍ଯ୍ୟ କଲାପରେ ଗତ ତା ୩୦।୯।୨୦ ରିଖରେ ନିଜର କାର୍ଯ୍ୟରୁ ଅବସର ଗ୍ରହଣ କରିଥିଲେ। ଆଜି ସେ ତାଙ୍କର ଜନ୍ମ ମାଟିକୁ ଆସୁଥିବା ଗ୍ରାମବାସିମାନେ ଜାଣିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦେବାକୁ ସ୍ଥର କରିଥିଲେ। ଶ୍ରୀ ମହାପାତ୍ର ଅଣ୍ଟିଆ ଗ୍ରାମରେ ଜନ୍ମ ଗ୍ରହଣ କରି କୃଷିବିଭାଗର ଜଣେ ବ୍ଲକଲେବୁଲ ଅଫିସର ଭାବରେ କାର୍ଯ୍ୟ ଆରମ୍ଭ କରି ଯୁଗ୍ମ ନିର୍ଦ୍ଦେଶକ ପଦବୀରେ ରହି ଅବସର ଗ୍ରହଣ କରିଛନ୍ତି। ତାଙ୍କ ବାପା ସ୍ୱର୍ଗତ ବିଦ୍ୟାଧର ବାରିକ ଅଭିଭକ୍ତ କମାଗଡ ପଂଚାୟତର ତିନିଥର ସରପଂଚ ଭାବରେ ରହି ନିଜର ଲୋକପ୍ରିୟତାର ଛାପଛାଡି ଯାଇଥିବା ବେଳେ ତାଙ୍କର ସୁପୁତ୍ର ଭାବରେ ଗାଁରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ସେ ତାଙ୍କ ଅଭିଭାଷଣରେ ନିଜର କାର୍ଯ୍ୟକାଳ ମଧ୍ୟରେ ଗୋଟିଏ ଦିନ ଛୁଟି ନେଇନଥିବା ପ୍ରକାଶ କରିଥିବା ବେଳେ ଆଗକୁ ଗାଁରେ ରହି ସମାଜସେବାରେ ସମୟ କାଟିବାକୁ ଉଚିତ ମଣିବେ ବୋଲି କହିଥିଲେ। ଆଜିର ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭରେ ତାଙ୍କର ସହଧର୍ମୀଣି ତଥା ରମାଦେବୀ ମହାବିଦ୍ୟାଳୟର ଅଧ୍ୟାପିକା ଶସ୍ମିତା ବେହେରା ଉପସ୍ଥିତ ଥିବା ବେଳେ ତାଙ୍କର କନ୍ୟା ତଥା ଶ୍ରରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଡାକ୍ତର ମନିଷା ମହାପାତ୍ର ଗାଁର ଉପସ୍ଥିତ ଲୋକମାନଙ୍କୁ ମାସ୍କ ବଣ୍ଟନ କରିଥିଲେ। ଗ୍ରାମବାସୀଙ୍କ ତରଫରୁ ନାରଣ ଜେନା, ମାୟାଧର ମଳିକ, ଶତୃଘ୍ନ ରାଉତ, ତାପସ କାନୁନଗୋ, ଆନନ୍ଦ ମହାରଣା ପ୍ରମୁଖ ଶ୍ରୀ ମହାପାତ୍ରଙ୍କୁ ପାଛୋଟି ଆଣିଥିଲେ। ଶେଷରେ ବିଶ୍ୱ ଭୂଷଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ବଜରଙ୍ଗ ଦଳ ପକ୍ଷରୁ ହନୁମାନ ମନ୍ଦୀର ସଫେଇ
ଗଡ଼ମଧୁପୁର ୩।୧୦(ନି.ପ୍ର): ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଧର୍ମଶାଳା ଶାଖା ପକ୍ଷରୁ ଧର୍ମଶାଳା ବ୍ଲକ ଜେନାପୁର ହନୁମାନ ମନ୍ଦୀର ପରିଷରରେ ଏକ ସଫେଇ କାର୍ଯ୍ୟକ୍ରମ କରାଯାଇଛି। ଆଜି ଦିନ ୧୦ ଘଟିକା ସମୟରେ ପ୍ରଖଣ୍ଡ ପକ୍ଷରୁ କର୍ମକର୍ତ୍ତାମାନେ ଜେନାପୁ ଠାରେ ପହଞ୍ôଚ ହନୁମାନ ମନ୍ଦୀରର ଭିତର ଓ ବାହାର ପରିଷରରେ ରହିଥିବା ଅଳିଆ ଅବର୍ଜନା, ଘାସ ପତ୍ର ଆଦି ସଫା କରିଥିଲେ। ରଂଜନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଆଜିର ଏହି ସଫେଇ କାର୍ଯ୍ୟକ୍ରମ ସହିତ ସଫେଇ ସଚେତନା କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଗ୍ରାମବାସୀମାନଙ୍କୁ ଗାଁ ସଫେଇର ଉପାଦେୟତା ସମ୍ପର୍କରେ ଅବଗତ କାରଯାଇଥିଲା। ଏଥି ସହିତ ହିନ୍ଦୁ ଧର୍ମର ସୁରକ୍ଷା ଓ ହିନ୍ଦୁମାନଙ୍କର କର୍ତ୍ତବ୍ୟ ଶିର୍ସକ ଅଲୋଚନା ହୋଇଥିଲା। ପ୍ରଖଣ୍ଡ ସଂଯୋଜକ ଗୋପବନ୍ଧୁ ନାୟକ, ସହସଂଯୋଜକ ରଂଜନ କୁମାର ଦାସ, ସୁଚନା ପ୍ରମୂଖ ପ୍ରମୋଦ କୁମାର ସାମଲ, ସଚିତାନନ୍ଦ ଦାସ, ନିରଞ୍ଜନ ମଲିକ, ଅମର ମଲିକ, କୁନି ମଲିକ,କେଦାର ମଲିକ, ପ୍ରେମାନନ୍ଦ ସାହୁ, ସନ୍ଦୀପ୍ତ କୁମାର ଗନ୍ତାୟତ, ଜୟନ୍ତ ସାହୁ, ବିବେକାନନ୍ଦ ଜେନା ଓ ଅନ୍ୟମାନେ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories