କଟକ ମାଛରେ ଫର୍ମାଲିନ ନାହିଁ ; ସି.ଏମ.ସି

0

କଟକ : ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଧ୍ରା ମାଛରେ ଫର୍ମାଲିନ ମିଳିବାପରେ ଆଜି କଟକ ମାଛ ବଜାର ଏବଂ ଗୋଦାମରେ କଟକ ମହାନଗର ନିଗମ ଦ୍ୱାରା ଚଢଉ କରାଯାଇଥିଲା। କଟକ ମହାନଗର ନିଗମ ଦ୍ୱାରା ଆଠଟି ମାଛକୁ ନମୁନା ପାଇଁ ରାଜ୍ୟ ଖାଦ୍ୟ ପରୀକ୍ଷାଗାରକୁ ପଠାଯାଇଥିଲା। ଏହାର ପରୀକ୍ଷା କରାଯିବାପରେ କୌଣସି ଫର୍ମାଲିନ ମିଳିନି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply