www.samajalive.in
Wednesday, December 10, 2025
15.1 C
Bhubaneswar

ଡ଼ାକ୍ତରଖାନାରୁ ମୁକ୍ତ ହେଲେ ଗୃହମନ୍ତ୍ରୀ ଅମିତ୍ ଶାହା

ନୂଆଦିଲ୍ଲୀ: ୫ ଦିନ ଡ଼ାକ୍ତରଖାନାରେ ରହିବା ପରେ ଏମ୍ସରୁ ମୁକ୍ତ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ତାଙ୍କୁ ୧୨ ସେପ୍ଟେମ୍ବର ଦିନ ୧୧ଟାରେ ଚିକିତ୍ସା ନିମନ୍ତେ ଏମ୍ସରେ ଭର୍ତି କରାଯାଇଥିଲା । ଶ୍ଵାସକ୍ରିୟାରେ ସମସ୍ୟା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସନ୍ଧ୍ୟାରେ ତାଙ୍କୁ ଏମ୍ସରୁ ଛାଡ଼ି ଦିଆଯାଇଛି ।

ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ କୋବିଡ଼-୧୯ରୁ ସୁସ୍ଥ ହେବା ପରେ ତାଙ୍କୁ ୧୮ ଅଗଷ୍ଟରେ ଏମ୍ସରେ ଭର୍ତି କରାଯାଇଥିଲା। ସେଠାରୁ ସେ ୩୧ ଅଗଷ୍ଟରେ ମୁକ୍ତି ପାଇଥିଲେ । ମାତ୍ର ପୁଣି ଶ୍ଵାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କୁ ଏମ୍ସରେ ଗତ ୧୨ ତାରିଖରେ ଭର୍ତି କରାଯାଇଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories