www.samajalive.in
Tuesday, December 9, 2025
23.1 C
Bhubaneswar

ଖୋର୍ଦ୍ଧା ଜିଲା ଶରଧାପୁର ଗ୍ରାମରେ ଏବିଭିପି ସଦସ୍ୟଙ୍କ ରିଲିଫ ବଣ୍ଟନ

ଭୁବନେଶ୍ବର:  ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଉତ୍କଳ ବିଶ୍ଵବିଦ୍ୟାଳୟ ଶାଖା ତରଫରୁ ଖୋର୍ଦ୍ଧା ଜିଲ୍ଲାର ବନ୍ୟା ପୀଡିତ ଗ୍ରାମରେ ରିଲିଫ ବଣ୍ଟନ କରାଯାଇଛି। ଏବିଭିପିର ସଦସ୍ୟମାନଙ୍କ ପକ୍ଷରୁ ବନ୍ୟାରେ ପୀଡିତ ଖୋର୍ଦ୍ଧା ଜିଲ୍ଲାର ଶରଧାପୁର ଗ୍ରାମରେ ପ୍ରାୟ ୨୮୦ ଜଣଙ୍କୁ ରିଲିଫ ବଣ୍ଟନ କରାଯାଇଛି। ପରିଷଦର କାର୍ଯ୍ୟକର୍ତା ମାନେ ଶୁଖିଲା ଖାଦ୍ୟ , ଚୂଡ଼ା, ଚିନି, କଦଳୀ, ବିସ୍କୁଟ ଆଦି ବଣ୍ଟନ କରିଥିଲେ। ଏହି ସଙ୍କଟ ସମୟରେ ଏହା ସେମାନଙ୍କ ପାଇଁ କିଛି ସହାୟକ ହେବ ବୋଲି ସଦସ୍ୟମାନେ ଆଶା ପ୍ରକାଶ କରିଛନ୍ତି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories