ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତଙ୍କ ପିତା କେକେ ସିଂହ ଅଭିଯୋଗ କରିଛନ୍ତି ଯେ ରିୟା ମୋ ପୁଅକୁ ଉଦ୍ଦେଶ୍ୟମୂଳକ ଭାବେ ବିଷ ପାନ କରିବାକୁ ଦେଉଥିଲେ। ତେଣୁ ରିୟା ଜଣେ ହତ୍ୟାକାରୀ। ଗଣମାଧ୍ୟମକୁ ଦେଇଥିବା ଏକ ରେକର୍ଡିଂ ବାର୍ତ୍ତାରେ ସିଂହ କହିଛନ୍ତି ଯେ ରିୟା ମୋ ପୁଅକୁ ହତ୍ୟା କରିଛନ୍ତି। ରିୟା ଦୀର୍ଘ ଦିନ ହେଲା ମୋ ପୁଅକୁ ବିଷ ଖାଇବାକୁ ଦେଇଆସୁଥିଲେ। ସେ ଜଣେ ହତ୍ୟାକାରୀ। ତଦନ୍ତକାରୀ ଏଜେନ୍ସି ରିୟା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିବା ଦରକାର।
Popular Categories



