www.samajalive.in
Friday, December 5, 2025
17.1 C
Bhubaneswar

ଟିଟିଲାଗଡ଼ରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆ ଠାରେ ଜାତୀୟ ପତକା ଉତ୍ତୋଳନ କଲେ ଉପଜିଲ୍ଲାପାଳ

ଟିଟିଲାଗଡ଼ : ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ସ୍ଥାନୀୟ ହାଇସ୍କୁଲ ପଡ଼ିଆ ଠାରେ ଜାତୀୟ ପତକା ଉତ୍ତୋଳନ କଲେ ଉପଜିଲ୍ଲାପାଳ ସୈାମେଶ ଉପାଧ୍ୟାୟ। କରୋନା କଟକଣା ନେଇ କେବଳ କୋଭିଡ଼ ଯୋଦ୍ଧା ପୁଲିସ ଏବଂ ସ୍ଵାସ୍ଥ୍ୟ କର୍ମି ଙ୍କ ଗହଣରେ ପାଳନ ହେଲା ଉତ୍ସବ। ଏସଡ଼ପିଓସୁରେନ୍ଦରନାଥ ଶତପଥି, ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି, ଉପଖଣ୍ଡ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା କୃଷ୍ଣା ଚନ୍ଦ୍ର ପାଳ, ତହସିଲଦାର ଆନନ୍ଦ ପଣ୍ଡା, ଅତିରିକ୍ତ ତହସିଲଦାର କର୍ଣ୍ଣ ମଲ୍ଲିକ, ବ୍ଲକ ଶିକ୍ଷା ଅଧିକାରୀ ଏମ୍ ମାହୁରା ପ୍ରମୁଖ ଉପସ୍ଥିତ ଥିଲେ। ମହାତ୍ମା ଗାନ୍ଧି, ସୁବାଷ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତ୍ୟାଗକୁ ଉପଜିଲ୍ଲାପାଳ ଆଦର୍ଶ ଭାବରେ ଗ୍ରହଣ କରିବାକୁ ନିଜ ଉଦବୋଧନରେ ପରାମର୍ଶ ଦେଇଥିଲେ। କରୋନା ମହାମାରି ନେଇ ସତର୍କତା ଅବଲମ୍ବନ କରିବାକୁ ନାଗରିକଙ୍କୁ ଉପଦେଶ ଦେଇଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories