www.samajalive.in
Sunday, December 14, 2025
14.1 C
Bhubaneswar

ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ

କୁହାଯାଏ ଯେ ଯେଉଁ ସ୍ଥାନରେ ବାଘର ବଂଶବୃଦ୍ଧି ଘଟୁଛି, ସେଠାରେ ପ୍ରକୃତି ଓ ପରିବେଶର ଅବସ୍ଥା ମଧ୍ୟ ଠିକ୍‌ ଅଛି। ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ବ୍ୟାଘ୍ର ଏକ ବିରଳ ପ୍ରାଣୀ; ତେଣୁ ଏହାର ସଂରକ୍ଷଣ ପାଇଁ ଲୋକଙ୍କୁ ସଚେତନ କରିବା ଏହି ଦିବସର ଉଦ୍ଦେଶ୍ୟ। ଭାରତରେ ଏଥିପାଇଁ ସରକାର ବିଭିନ୍ନ ପ୍ରକାରର ପ୍ରକଳ୍ପ ଆରମ୍ଭ କରିଛନ୍ତି। ୧୯୭୩ର ପ୍ରୋଜେକ୍ଟ ଟାଇଗର୍‌ ସେଥିରୁ ପ୍ରମୁଖ।
ଶହେ ବର୍ଷ ପୂର୍ବରୁ ପୃଥିବୀ ପୃଷ୍ଠରେ ଲକ୍ଷେରୁ ଊର୍ଦ୍ଧ୍ବ ବାଘ ଥିବାବେଳେ ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌ର ଆକଳନ ଅନୁସାରେ ବର୍ତ୍ତମାନ କେବଳ ପ୍ରାୟ ୩,୯୦୦ ବାଘ ହିଁ ରହିଛନ୍ତି। ବ୍ୟାଘ୍ର ସଂରକ୍ଷଣ ପାଇଁ ୨୦୧୦ ମସିହାରୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସର ପରିକଳ୍ପନା କରାଯାଇଥିବାବେଳେ ୨୦୨୦ ସୁଦ୍ଧା ବାଘସଂଖ୍ୟା ଦ୍ବିଗୁଣିତ କରିବାର ସଂକଳ୍ପ କରାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories