www.samajalive.in
Monday, December 8, 2025
27.1 C
Bhubaneswar

ବିକାଶ ଦୁବେର ୫ ସହଯୋଗୀଙ୍କୁ ଏନକାଉଣ୍ଟର ବିରୋଧରେ ସୁପ୍ରିମକୋର୍ଟରେ ପିଟିଶନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୁଲିସ ଦ୍ବାରା ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ୫ ସହଯୋଗୀଙ୍କୁ ଏନକାଉଣ୍ଟରରେ ହତ୍ୟା କରାଯିବା ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ପିଟିଶନ ଦାଖଲ କରାଯାଇଛି। ବିକାଶୁ ଦେବକୁ ଏନକାଉଣ୍ଟର କରାଯିବା ପୂର୍ବରୁ ଏହି ପିଟିଶନ ଦାଖଲ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ପୁଲିସ ବିକାଶର ୫ ସହଯୋଗୀଙ୍କୁ ଏନକାଉଣ୍ଟରରେ ମାରିଛି। ବିକାଶ ସହିତ ବି ଏପରି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ଘନଶ୍ୟାମ ଉପାଧ୍ୟାୟ ନାମକ ବ୍ୟକ୍ତି ଏହି ପିଟିଶନ ଦାଖଲ କରିଛନ୍ତି। ଏଥିରେ ସେ ବିକାଶକୁ ସୁରକ୍ଷା ଯୋଗାଇବାକୁ ବି ଅନୁରୋଧ କରିଥିଲେ। ପିଟିଶନରେ ସେ କହିଥିଲେ, ଏନକାଉଣ୍ଟର ନାମରେ ପୁଲିସ ଅପରାଧୀମାନଙ୍କୁ ମାରିବା ଆଇନର ଅନୁପାଳନ ଏବଂ ମାନବାଧିକାରର ଉଲ୍ଲଂଘନ। ଏସବୁ ଏନକାଉଣ୍ଟରର ସିବିଆଇ ଦ୍ବାରା ତଦନ୍ତ କରିବା ଲାଗି ସରକାରଙ୍କୁ ନିର୍ଦେଶ ଦେବାକୁ ପିଟିଶନରେ ଅନୁରୋଧ କରାଯାଇଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories