www.samajalive.in
Saturday, December 13, 2025
14.1 C
Bhubaneswar

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସିନେମାଟୋଗ୍ରାଫର ବି. କାନ୍ନନଙ୍କ ପରଲୋକ

ଚେନ୍ନଇ : ଦକ୍ଷିଣ ଭାରତୀୟ ସିନେମାର ସିନେମାଟୋଗ୍ରାଫର ବି. କାନ୍ନନଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ବି କାନ୍ନନ ଚେନ୍ନଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲାବେଳେ ତାଙ୍କର ଦେହାନ୍ତ ହୋଇଛି।

ଚେନ୍ନଇର ଅଲୱାରପେଟରେ ଥିବା ତାଙ୍କ ବାସଭବନରେ କାନ୍ନନଙ୍କ ଅନ୍ତିମ ସଂସ୍କାର କରାଯିବ। ଆଇକନ୍ ଚଳଚ୍ଚିତ୍ର ନିର୍ମାତା ଏ ଭୀମସିଂହଙ୍କ ପୁଅ ତଥା ସମ୍ପାଦକ ବି ଲେନିନଙ୍କ ସାନ ଭାଇ ହେଉଛନ୍ତି କାନ୍ନନ୍। ସେ ୫୦0 ରୁ ଅଧିକ ଚଳଚ୍ଚିତ୍ରରେ ସିନେମାଟୋଗ୍ରାଫର ଭାବରେ କାର୍ଯ୍ୟନ୍ତ କରିଛନ୍ତି।

- Advertisement -

BOFTA ଚଳଚ୍ଚିତ୍ର ପ୍ରତିଷ୍ଠାନର ପ୍ରତିଷ୍ଠାତା ତଥା ନିର୍ମାତା ଜି ଧନଞ୍ଜୟନ୍ ସୋସିଆଲ ମିଡିଆ ମାଧ୍ୟମରେ କନ୍ନନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଧନଞ୍ଜୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ଭେଟେରାନ ସିନେମାଟୋଗ୍ରାଫର # କାନ୍ନନ ସାରଙ୍କ ଦେହାନ୍ତ ଖବର ଶୁଣି ମୁଁ ବହୁତ ଦୁଃଖିତ, ଯିଏ ୫୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି । ସେ @BOFTAindia ରେ ସିନେମାଟୋଗ୍ରାଫିର HoD ଥିଲେ। ଏହା ଅତ୍ୟନ୍ତ ଦୁଃଖଦାୟକ ଖବର ଯେ ଆମେ ଆମ ଦଳର ଜଣେ ମହାନ ବ୍ୟକ୍ତିଙ୍କୁ ହରାଇଛୁ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories