www.samajalive.in
Sunday, December 7, 2025
26.1 C
Bhubaneswar

ମଙ୍ଗଳବାର ବିଶେଷ : ଜାଣନ୍ତୁ ଏହି ଦିନ କ’ଣ କରିବା ଉଚିତ୍ ଓ ଅନୁଚିତ୍

ମଙ୍ଗଳବାର ହେଉଛି ଭଗବାନ ହନୁମାନଙ୍କ ପୂଜା ଦିନ। ଏହି ଦିନ ହନୁମାନଙ୍କୁ ସ୍ୱତନ୍ତ୍ର ପୂଜା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବା ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିଥାଏ। ମଙ୍ଗଳବାର ଭଗବାନ ହନୁମାନଙ୍କ ଦିନ। ତେବେ ଆସନ୍ତୁ ଜାଣିବା ଏହି ଦିନ କ’ଣ କରିବା ଉଚିତ୍ ଏବଂ ଅନୁଚିତ୍…….

ଧାର୍ମିକ ବିଶ୍ୱାସ ଅନୁଯାୟୀ ଭଗବାନ ହନୁମାନଙ୍କୁ ପ୍ରତିଦିନ ପୂଜା କରାଯିବା ଉଚିତ୍। ମଙ୍ଗଳବାର ଦିନ କଦଳୀ ଅର୍ପଣ କରିବା ଶୁଭ ବୋଲି ବିବେଚନା କରାଯାଏ। ଯଦି ସମ୍ଭବ,ଏହି ଦିନ ସୁନ୍ଦରକଣ୍ଡ ମଧ୍ୟ ପାଠ କରିବା ଉଚିତ୍। ହନୁମାନଙ୍କୁ ପୂଜା କରିବା ଦ୍ବାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ।

- Advertisement -

ନିୟମିତ ଭାବରେ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ସମସ୍ତ ଅସୁବିଧାରୁ ମୁକ୍ତି ମିଳିଥାଏ ଏବଂ ହନୁମାନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଯଦି ସମ୍ଭବ ମଙ୍ଗଳବାର ଦିନ ହନୁମାନ ଚଳିଶା ଏକାଧିକ ଥର ପାଠ କରନ୍ତୁ।

ମଙ୍ଗଳବାର ଦିନ ମାଂସ ଏବଂ ମଦ ଖାଇବା ଉଚିତ୍ ନୁହେଁ। ଏହି ଦିନ ସାତ୍ତ୍ବିକ୍ ଖାଦ୍ୟ ଖାଆନ୍ତୁ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ହନୁମାନଙ୍କ ଭକ୍ତମାନେ ମାଂସ ଏବଂ ମଦ୍ୟପାନରୁ ନିବୃତ୍ତ ହେବା ଉଚିତ୍।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories