www.samajalive.in
Saturday, December 13, 2025
23.1 C
Bhubaneswar

ଜୁନ୍ ୧ରୁ ଓଡ଼ିଶାକୁ ଗଡ଼ିବ ୪ ଟ୍ରେନ୍: ଜାରି ହେଲା ସୂଚୀ, ଆସନ୍ତାକାଲିଠାରୁ ବୁକିଂ

ଭୁବନେଶ୍ବର: ଜୁନ ୧ ତାରିଖରୁ ଦେଶରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ରେଳ ସେବା । ପ୍ରାୟ ୨୦୦ ଟ୍ରେନ୍ ବିଭିନ୍ନ ସହରକୁ ଯାତାୟତ କରିବ । ଏଥିନିମନ୍ତେ ରେଳବାଇ ପକ୍ଷରୁ ଟ୍ରେନଗୁଡ଼ିକର ସୂଚୀ ଜାରି କରାଯାଇଛି । ଏହି ସୂଚୀ ମଧ୍ୟରେ ଓଡ଼ିଶାକୁ ୪ଟି ଟ୍ରେନ୍ ଯାତାୟତ କରିବାର ସୂଚନା ମିଳିଛି ।

- Advertisement -

ସୂଚନା ଅନୁସାରେ ହାଓଡ଼ା-ଭୁବନେଶ୍ବର ଜନଶତାବ୍ଦୀ, ହାଓଡ଼ା- ବଡ଼ବିଲ୍ ଜନଶତାବ୍ଦୀ ଟ୍ରେନ୍ ଜୁନ୍ ୧ରୁ ଗଡ଼ିବ । ସେହିପରି ମୁମ୍ବାଇରୁ ଭୁବନେଶ୍ବର ଓ ସିଆଲଦାରୁ ପୁରୀ ଟ୍ରେନ୍ ଯାତାୟତ କରିବ ବୋଲି ଜଣା ପଡ଼ିଛି । ଆସନ୍ତାକାଲି ସକାଳ ୧୦ଟାରୁ ଏହି ଟ୍ରେନଗୁଡ଼ିକ ନିମନ୍ତେ ଟିକେଟ ବୁକିଂ ଆରମ୍ଭ ହେବ ।

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories