ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ନିଯୁକ୍ତିଦାତାଙ୍କ ସହାୟତା ନିମନ୍ତେ କରିଛି ବଡ଼ ଘୋଷଣା । କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ଅଂଶ ସମ୍ବନ୍ଧିତ ମାର୍ଚ୍ଚ ମାସର ଦେୟ ଏପ୍ରିଲ ୧୫ ମଧ୍ୟରେ ଜମା କରିପାରିବେ ନିଯୁକ୍ତିଦାତା ସଂସ୍ଥା ।
ବର୍ତମାନର କରୋନା ସ୍ଥିତି ଓ ଲକ୍ଡ଼ାଉନକୁ ନେଇ ସରକାର ଏହି ନିଷ୍ପତ୍ତି ନେଇଥିବା ଏହି ନିର୍ଦେଶନାମାରେ କୁହାଯାଇଛି । ଇଲୋକ୍ଟେ୍ାନିକ ଚାଲାଣ କମ୍ ରିଟର୍ଣ୍ଣ (ଇସିଆର) ମେ ୧୫ ସୁଦ୍ଧା ଜମା କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।
ନିଯୁକ୍ତିଦାତାଙ୍କ ପାଇଁ ଇପିଏଫ୍ଓର ବଡ଼ ଘୋଷଣା
Popular Categories



