ଭୁବନେଶ୍ବର: ରାଜ୍ୟକୁ ଫେରିଥିବା ସବୁ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଠାବ କରିବାକୁ ସରକାର ଦେଇଛନ୍ତି ନିର୍ଦେଶ ଦେଇଛନ୍ତି। ୫-ଟି ସଚିବ ଭି.କାର୍ତିକେୟନ ପାଣ୍ଡିଆନ ଏ ସମ୍ପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ପୁଲିସ ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି। ଆଗାମୀ ୪୮ ଘଣ୍ଟା ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଅବଧି ମଧ୍ୟରେ ସମସ୍ତ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଠାବ କରି ସେମାନଙ୍କ ଡ଼ାକ୍ତରୀ ପରୀକ୍ଷା କରିବା ନିମନ୍ତେ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି।
Popular Categories



