www.samajalive.in
Saturday, December 6, 2025
16.1 C
Bhubaneswar

ଫେସ୍‌ବୁକରେ ମୁଁ ୧ ନଂ, ମୋଦୀ ୨ ନମ୍ବର: ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ୨ ଦିନିଆ ଭାରତ ଗସ୍ତରେ ଆସିବେ। ଏହି ଗସ୍ତକୁ ନେଇ ସେ ବହୁ ଉତ୍ସାହିତ ଥିବା ଜଣାପଡୁଛି। ଭାରତକୁ ଯିବା ତାଙ୍କ ପାଇଁ ସମ୍ମାନର କଥା। ତେବେ ଏହି ଗସ୍ତ ପୂର୍ବରୁ ଟ୍ରମ୍ପଙ୍କ ଏକ ଟ୍ବିଟ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି।

ଶନିବାର ଟ୍ରମ୍ପ ଏକ ଟ୍ବିଟ୍‌ କରି କହିଛନ୍ତି, ମାର୍କ ଜୁକରବର୍ଗ ନିକଟରେ କହିଥିଲେ ଯେ, ଫେସବୁକରେ ଡୋନାଲ୍ଡ ଟ୍ରମ୍ପ ୧ ନମ୍ବର ସ୍ଥାନରେ ରହିଛନ୍ତି ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ୟ ସ୍ଥାନରେ ଅଛନ୍ତି। ମୁଁ ୨ ସପ୍ତାହ ଭିତରେ ଭାରତ ଗସ୍ତରେ ଭାରତ ଯାଉଛି। ଏହାକୁ ନେଇ ଉତ୍ସାହିତ ଅଛି।

- Advertisement -

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଗତ ବୁଧବାର ଟ୍ବିଟ୍‌ କରି କହିଥିଲେ ଯେ, ଏହି ଗସ୍ତ ଫଳରେ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ଆହୁରି ମଜଭୁତ ହେବ। ମୁଁ ବହୁତ ଖୁସି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ମେଲାନିଆ ଟ୍ରମ୍ପ ଫେବୃୟାରୀ ୨୪-୨୫ରେ ଭାରତ ସଗସ୍ତରେ ଆସୁଛନ୍ତି। ଭାରତ ନିଜର ସମ୍ନାନନୀୟ ଅତିଥଙ୍କର ଉଚ୍ଛ୍ବସିତ ସ୍ବାଗତ କରିବ। ଏହା ଏକ ସ୍ବତନ୍ତ୍ର ଗସ୍ତ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories