www.samajalive.in
Saturday, December 6, 2025
16.1 C
Bhubaneswar

ଦିଲ୍ଲୀ ବିଧାନସଭା ନିର୍ବାଚନ: ଅପରାହ୍ନ ୨ଟା ସୁଦ୍ଧା ୨୮.୭୯% ମତଦାନ, ସନ୍ଧ୍ୟାରେ ଆସିବ ଏଗ୍‌ଜିଟ ପୋଲ ଫଳାଫଳ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ଭୋଟଗ୍ରହଣ ଚାଲିଛି। ଅପରାହ୍ନ ୨ଟା ସୁଦ୍ଧା ଦିଲ୍ଲୀରେ ମତଦାନ ହାର ୨୮.୭୯% ରହିଥିଲା। କୋହଲା ପାଗ ଯୋଗୁ ମତଦାନ ହାର ହ୍ରାସ ପାଇଥିବା ଅନୁମାନ କରାଯାଉଛି। ଆସନ୍ତା ୧୧ ତାରିଖରେ ଭୋଟ ଗଣତି ହେବା ସହିତ ଫଳାଫଳ ସାମ୍ନାକୁ ଆସିବ ଏବଂ କିଏ ଦିଲ୍ଲୀରେ ରାଜ୍‌ କରିବ ତାହା ସ୍ପଷ୍ଟ ହେବ। ତେବେ ଏହା ପୂର୍ବରୁ ଶନିବାର ମତଦାନ ସରିବା ପରେ ସନ୍ଧ୍ୟାରେ ଏଗ୍‌ଜିଟ୍‌ ପୋଲ ଫଳାଫଳ ପ୍ରକାଶ ପାଇବ। କିଏ ଦିଲ୍ଲୀରେ ସରକାର ଗଢ଼ିବା ସେ ନେଇ ପୂର୍ବାନୁମାନ କରିବା କଷ୍ଟକର ହୋଇଥିଲେ ମଧ୍ୟ ଏଗ୍‌ଜିଟ୍‌ ପୋଲ୍‌ରୁ କିଛିଟା ଅନୁମାନ କରିହେବ। ସନ୍ଧ୍ୟା ୬ଟାରେ ମତଦାନ ଶେଷ ହେବା ସହିତ ଏଗ୍‌ଜିଟ ପୋଲ ଫଳାଫଳ ସାମ୍ନାକୁ ଆସିବ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories