www.samajalive.in
Friday, December 12, 2025
16.1 C
Bhubaneswar

ମହିଳାଙ୍କୁ ସୁରକ୍ଷା ଦିଗରେ ଓଡ଼ିଶା ଅଗ୍ରଣୀ – ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର: ମହିଳାଙ୍କୁ ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ପାଲଟିଛି ବୋଲି ଆଇନ, ପଞ୍ଚାୟତରାଜ ଓ ପାନୀୟ ଜଳ ଗୃହ ଏବଂ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଓଡିଶା ରାଜ୍ୟ ମହିଳା ଆୟୋଗର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ଭବନେଶ୍ବରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସେ କହିଛନ୍ତି, ଉଚ୍ଚ ଶିକ୍ଷା ଲାଭ ଏବଂ ସଚେତନ ହେବା ଦ୍ବାରା ମହିଳାମାନେ ସମାଜରେ ଅଧିକ ସୁରକ୍ଷିତ ହୋଇପାରିବେ। ସମସ୍ତ ସମସ୍ୟାର ସମାଧାନ କରିବା ସହିତ ନ୍ୟାୟ ପାଇବା ପାଇଁ ସେମାନେ ନିଜ ପାଇଁ ନିଜେ ଲଢିପାରିବେ ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟ ସରକାର ଆଗାମୀ ଦିନରେ ୪୫ଟି ନୂଆ କୋର୍ଟ ଖୋଲିବେ। ନାବାଳିକାମାନଙ୍କ କ୍ଷେତ୍ରରେ ହେଉଥିବା ମାମଲାଗୁଡ଼ିକର ବିଚାର ପାଇଁ ୨୪ଟି ପୋକସୋ କୋର୍ଟ ଏଥିରେ ଅନ୍ତର୍ଭୁକ୍ତ। ଖୁବଶୀଘ୍ର ରାଜ୍ୟର ସମସ୍ତ ବିଭିନ୍ନ ଜିଲାରେ ଏହି କୋର୍ଟ ଖୋଲାଯିବ ଯାହାଦ୍ବାରା ଖୁବଶୀଘ୍ର ମାମଲାଗୁଡିକର ଫଇସଲା ହୋଇପାରିବ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories