www.samajalive.in
Wednesday, December 10, 2025
14.1 C
Bhubaneswar

ମେ ୩ରେ ନିଟ୍‌ ପରୀକ୍ଷା

ଭୁବନେଶ୍ବର: ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ଡାକ୍ତରୀ ପାଠ୍ୟକ୍ରମ ନାମଲେଖା ପ୍ରବେଶିକା ପରୀକ୍ଷା ‘ନିଟ୍‌’ର ଅନଲାଇନ୍ ପଞ୍ଜୀକରଣ ସୋମବାର ସରିଛି। ଫି ଦାଖଲ କରି ନ ଥିବା ଛାତ୍ରଛାତ୍ରୀ ଜାନୁଆରୀ ୭ ରାତି ୧୧ଟା ୫୦ ମଧ୍ୟରେ ଫି ଦାଖଲ କରିପାରିବେ। ଆବେଦନ ବେଳେ ଫର୍ମରେ ତ୍ରୁଟି ଥିଲେ ଛାତ୍ରଛାତ୍ରୀ ୧୫ରୁ ୩୧ ଜାନୁଆରୀ ମଧ୍ୟରେ ଏନ୍‌ଟିଏ ୱେବ୍‌ସାଇଟ୍‌ (www.ntaneet.nic.in)ରେ ସଂଶୋଧନ କରିପାରିବେ। ଏହି ପରୀକ୍ଷା ମେ ୩ରେ ହେବ। ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ୫ଟାରେ ସରିବ। ଛାତ୍ରଛାତ୍ରୀ ୨୭ ମାର୍ଚ୍ଚରୁ ଆଡମିଟ୍‌କାର୍ଡ ଡାଉନଲୋଡ କରିପାରିବେ। ଅନୁଗୋଳ, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା ଏବଂ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇ ଥିବା ଏନ୍‌ଟିଏ ୱେବ୍‌ସାଇଟ୍‌ରୁ ସୂଚନା ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories