www.samajalive.in
Thursday, December 11, 2025
18.1 C
Bhubaneswar

ରିଲିଜ୍‍ ହେଲା ‘ହଙ୍ଗାମା-୨’ର ପ୍ରଥମ ପୋଷ୍ଟର

ମୁମ୍ବଇ: ୨୦୦୩ରେ ମୁକ୍ତିଲାଭ କରିଥିବା ଜବରଦସ୍ତ ହାସ୍ୟରସାତ୍ମକ ଚଳଚ୍ଚିତ୍ର ‘ହଙ୍ଗାମା’ର ଦ୍ୱିତୀୟ ଭାଗ ଖୁବ୍‍ଶୀଘ୍ର ପରଦାକୁ ଆସିବାକୁ ଯାଉଛି। ମଙ୍ଗଳବାର ‘ହଙ୍ଗାମା-୨’ର ପ୍ରଥମ ପୋଷ୍ଟର ରିଲିଜ୍‍ ହୋଇଛି ଏବଂ ଏହାର ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିଛନ୍ତି।
ପୋଷ୍ଟରରେ ଶିଳ୍ପା ଶେଟ୍ଟୀ ଓ ପରେଶ ରାୱଲଙ୍କ ସହ ମୀଜାନ ଜାଫରୀ ଓ ପ୍ରନୀତା ସୁଭାଷଙ୍କୁ ଦେଖିବାକୁ ମିଳିଛି। ପ୍ରଥମ ଭାଗ ଭଳି ‘ହଙ୍ଗାମା-୨’ର ନିର୍ଦ୍ଦେଶନା ଭାର ମଧ୍ୟ ପ୍ରିୟଦର୍ଶନ ହିଁ ବହନ କରିଛନ୍ତି। ଏହା ୧୪ ଅଗଷ୍ଟ ୨୦୨୦ରେ ପରଦାକୁ ଆସିବ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories