www.samajalive.in
Friday, December 12, 2025
27.1 C
Bhubaneswar

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ – ଆଗରେ ମେଣ୍ଟ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡରେ ୮୧ଟି ବିଧାନସଭା ଆସନ ଲାଗି ଆଜି ଭୋଟ ଗଣନା ଜାରି ରହିଛି। ସର୍ବଶେଷ ସମ୍ବାଦ ଅନୁଯାୟୀ ଏପର୍ଯ୍ୟନ୍ତ ୬୨ଟି ଆସନ ପାଇଁ ଫଳାଫଳ ଘୋଷଣା ହୋଇଛି। ବିଜେପିକୁ ୧୮ଟି ଆସନ ମିଳିଥିବା ବେଳେ ଜେ.ଏମ୍‍.ଏମ୍‍., କଂଗ୍ରେସ ଏବଂ ଆର୍‍.ଜେ.ଡି.କୁ ୩୯ଟି ଆସନ ମିଳିଛି।

ଅନ୍ୟ ପକ୍ଷରେ ଏ.ଜେ.ଏସ୍‍.ୟୁ.କୁ ୨ଟି ଆସନ ମିଳିଥିବା ବେଳେ ସି.ପି.ଆଇ.ଏମ୍‍.ଏଲ୍‍.କୁ ଗୋଟିଏ ଆସନ ମିଳିଛି। ଜେ.ଭି.ଏମ.କୁ ୨ ଆସନ ମିଳିଥିବା ଜଣାପଡିଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories