ଶ୍ରୀନଗର: ଗୁରୁବାର ସକାଳେ ଜମ୍ମୁ ଓ କଶ୍ମୀରର ବନ୍ଦିପୋରା ଜିଲା ଅନ୍ତର୍ଗତ ହାଜିନ୍ ଅଞ୍ଚଳରେ ଭାରତୀୟ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ପୂର୍ବରୁ ସେଠାରେ ଆତଙ୍କବାଦୀଙ୍କ ଉପସ୍ଥିତି ସୂଚନା ପାଇବା ପରେ ନିରାପତ୍ତା ବଳ ତଲାସୀ ଆରମ୍ଭ କରିଥିଲେ। ସେହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଭାରତୀୟ ଯବାନ ଏହାର ଜବାବ ଦେଇଥିଲେ।
Popular Categories



