ଭୁବନେଶ୍ୱର: ୨୦୧୭-୧୮ ଆର୍ଥିକ ବର୍ଷପାଇଁ ୧ ଲକ୍ଷ ୩ ହଜାର ୪୯୬ କୋଟି ଟଙ୍କାର ରାଜ୍ୟ ବଜେଟ୍ ଉପରେ ଆଜି ପ୍ରିନ୍ସିପାଲ୍ ଆକାଉଣ୍ଟାଣ୍ଟ୍ ଜେନେରାଲ୍ ଗୁରୁବାର ତାଙ୍କ ଆୟବ୍ୟୟ ବିବରଣୀ ପ୍ରକାଶ କରିଛନ୍ତି। ସେଥିରେ ୧ ଲକ୍ଷ ୩ ହଜାର ୪୯୬ କୋଟି ଟଙ୍କାର ବଜେଟ୍ ଉପରେ ବାସ୍ତବ କ୍ଷେତ୍ରରେ ୯୪ ହଜାର ୮୨୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସିଏଜି ପ୍ରକାଶ କରିଛନ୍ତି। ତେବେ ମୂଳ ବଜେଟ୍ର ୧୬ ହଜାର ୩୯୧ କୋଟି ଟଙ୍କାର ବିନିମୟ ପତ୍ର ମିଳି ନ ଥିବାରୁ ସେଥିନେଇ ସିଏଜି ଉଦବେଗ ପ୍ରକାଶ କରିଛନ୍ତି।
Popular Categories



