www.samajalive.in
Monday, December 15, 2025
26.1 C
Bhubaneswar

ଏଲଓସିରେ ମୁତୟନ ହେଲା ‘ଫାୟାର୍‍ ଏଣ୍ଡ୍‍ ଫରଗେଟ୍‍’ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ : ଭାରତୀୟ ସେନାବାହିନୀ ଇସ୍ରାଏଲ୍‍ ନିର୍ମିତ ଟ୍ୟାଙ୍କ୍‍ ବିଧ୍ୱଂସୀ ଗାଇଡେଡ୍‍ ସ୍ପାଇକ୍‍ କ୍ଷେପଣାସ୍ତ୍ରକୁ ବୁଧବାର ସେନାରେ ସାମିଲ କରିଛି । ପାକିସ୍ତାନ ସହ ସୀମାରେ ନିୟନ୍ତ୍ରଣ ରେଖାରେ ଏହାକୁ ମୁତୟନ କରାଯାଇଛି । ଫାୟାର୍‍ ଏଣ୍ଡ୍‍ ଫରଗେଟ୍‍
କ୍ଷେପଣାସ୍ତ୍ର ଭାବେ ଜଣାଶୁଣା ସ୍ପାଇକ୍‍ କ୍ଷେପଣାସ୍ତ୍ରକୁ ଲୋକମାନେ ବହନ କରି ନେଇପାରିବେ। ଟ୍ୟାଙ୍କ୍‍ ଏବଂ ବଙ୍କର୍‍ଗୁଡ଼ିକୁ ଏହା ୪ କିଲୋମିଟର ଦୂରରୁ ଧ୍ୱଂସ କରିବାର କ୍ଷମତା ରଖିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories