www.samajalive.in
Sunday, December 14, 2025
23.1 C
Bhubaneswar

ଭୁଲରେ ମଧ୍ୟ କାହାକୁ କୁହନ୍ତୁ ନାହିଁ ଏହି ୫ଟି ଗୁପ୍ତ କଥା

ବ୍ୟକ୍ତିଙ୍କ ଜୀବନରେ ଏଭଳି କେତେକ ରହସ୍ୟ ରହିଛି, ଯାହାକୁ ଅନ୍ୟ କାହାର ସମ୍ମୁଖରେ କହିବା ଉଚିତ ନୁହେଁ। କାରଣ ଏପରି କରିବା ଦ୍ୱାରା ନିଜର ହିଁ କ୍ଷତି ହୋଇଥାଏ। ସେଭଳି କେତେକ ରହସ୍ୟ ମଧ୍ୟରୁ ଏପରି ୫ଟି ରହସ୍ୟ ବିଷୟରେ ଜାଣନ୍ତୁ, ଯାହା କାହାକୁ ମଧ୍ୟ କହିବା ଉଚିତ ନୁହେଁ। ଜାଣନ୍ତୁ ….
ଗୁୁରୁଙ୍କ ଠାରୁ ମନ୍ତ୍ର –
ଯଦି ଆପଣ ନିଜ ଗୁରୁଙ୍କ ଠାରୁ କୌଣସି ମନ୍ତ୍ର ଶିଖିଛନ୍ତି। ତେବେ ତାହାକୁ ସର୍ବଦା ଗୁପ୍ତ ରଖନ୍ତୁ। କାରଣ ରହସ୍ୟ ହୋଇ ରହିଲେ ହିଁ ତାହାର ସଠିକ ଫଳ ବା ସିଦ୍ଧତା ମିଳିଥାଏ।
ଗୁପ୍ତ ଦାନ –
ଶାସ୍ତ୍ରରେ ଗୁପ୍ତ ଦାନର ବିଶେଷ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଏପରି ମାନ୍ୟତା ରହିଛି ଯେ, ଗୁପ୍ତ ଦାନ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ସହ ଦେବୀ-ଦେବତାଙ୍କ ଆଶୀର୍ବାଦ ମିଳିଥାଏ। ତେଣୁ ଯେଉଁ ଦାନ ଗୁପ୍ତରେ କରାଯାଏ, ତାହା କାହାକୁ ମଧ୍ୟ କୁହାଯାଇନଥାଏ।
ପତିପତ୍ନୀଙ୍କ ଭିତରେ କୌଣସି କାରଣରୁ ଝଗଡ଼ା ହେଲେ ତାହା ଅନ୍ୟ କାହାକୁ କହିବା ଉଚିତ ନୁହେଁ। ଏହା ଦ୍ୱାରା ଅଧିକ କଳହ ହୋଇଥାଏ।
ଏପରି କୁହାଯାଏ ଯେ , ଅତି ଆବଶ୍ୟକ ନହେଲେ କାହାକୁ ନିଜ ପ୍ରକୃତ ବୟସ କହିବା ଉଚିତ ନୁହେଁ। ବାରମ୍ବାର ବୟସ ଜଣାଇଲେ ନିଜର ଇଚ୍ଛାଶକ୍ତି ଓ ଉତ୍ସାହ କମିଯାଇଥାଏ।
ଏଭଳି କେତେକ ଘରୋଇ ଔଷଧ ରହିଛି, ଯାହା ଅନ୍ୟକୁ କହିବା ଉଚିତ ନୁହେଁ। ମାତ୍ର ଆବଶ୍ୟକ ହେଲେ ତାହାକୁ ପ୍ରସ୍ତୁତ କରି ଅନ୍ୟକୁ ଦେଇପାରିବେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories