BJD Bijuli 480×75 Mob

ମଧ୍ୟାନ୍ନ ଭୋଜନ ପାଇଁ ପରିବା କାଟୁଛନ୍ତି ଛାତ୍ରୀ

BJD Bijuli 480×75 Mob

ବାଲେଶ୍ୱର : ସ୍କୁଲରେ ମଧ୍ୟାନ୍ନ ଭୋଜନ ପାଇଁ ଛାତ୍ରୀଙ୍କୁ ପରିବା କାଟିବାକୁ ପଡ଼ୁଛି। ବାଲେଶ୍ୱର ଜିଲା ସଦର ବ୍ଲକର ଏକ ବିଦ୍ୟାଳୟରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ବିଦ୍ୟାଳୟରେ ନିୟମିତ ମିଳୁଥିବା ମଧ୍ୟାନ୍ନ ଭୋଜନ ପାଇଁ ତୃତୀୟ ଶ୍ରେଣୀର ଦୁଇ ଛାତ୍ରୀ ସୋମବାର ପରିବା କାଟୁଥିବାର ଦେଖିବାକୁ ମିଳିଥିଲା। ସେମାନଙ୍କ ନିକଟରେ ଦୁଇଟି ଗ୍ୟାସ ଚୁଲ୍ଲା ମଧ୍ୟ ଜଳୁଥିଲା। କେହି ତଦାରଖ କରୁ ନଥିବା ସହ କୌଣସି ଅଘଟଣ ଘଟିଲେ ଏହା ପାଇଁ କିଏ ଦାୟୀ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Comments are closed.