ଭୁବନେଶ୍ୱର: ଏକ ଘରୋଇ ଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ଟିଜି ସୁରକ୍ଷା ଟ୍ରଷ୍ଟର କିନ୍ନରମାନେ ରବିବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ସାମ୍ବାଦିକଙ୍କୁ ପରିହାସ ଗ୍ରହଣୀୟ ନୁହେଁ ଏବଂ ତାହା ଚତୁର୍ଥ ସ୍ତମ୍ଭ ପ୍ରତି ଘୋର ଅପମାନ ବୋଲି ସେମାନେ କହିଛନ୍ତି। ସଂଘ ପକ୍ଷରୁ ସାଂସଦଙ୍କୁ ଗିରଫ କରିବା ପାଇଁ ଦାବି ସହ ସାମ୍ବାଦିକ ସୁରକ୍ଷା ବିଲ୍ ଆଣିବାକୁ ଦାବି କରାଯାଇଛି।
Popular Categories



