ଭୁଲ ଇଞ୍ଜେକ୍ସନରେ କଏଦୀର ମୃତ୍ୟୁ ଅଭିଯୋଗ

ରାଉରକେଲା. ରାଉରକେଲା ଜିଲା ସ୍ବତନ୍ତ୍ର ଜେଲରେ ବିଚାରଧୀନ ଥିବା ଜଣେ କଏଦୀର ମୃତ୍ୟୁ ଘଟିଛି। କଏଦୀ ଜଣଙ୍କ ହେଲେ ବେଦବ୍ୟାସ ବୁଡୁଟୋଲ ଅଞ୍ଚଳର ଜୋସେଫ ତିର୍କି ।  ଭୁଲ ଇଞ୍ଜେକ୍ସନ ଦ୍ବାରା ମୃତ୍ୟ ହୋଇଥିବାନେଇ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ କତୃପକ୍ଷ ତାକୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

 

Comments are closed.