www.samajalive.in
Wednesday, December 10, 2025
14.1 C
Bhubaneswar

ସର୍ବ ଭାରତୀୟ ଫୁଟବଲ ମହୋତ୍ସବ : ରାଉରକେଲା ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଓ ’ରଞ୍ଚି ପାନ୍ଥର’ ଚମ୍ପିୟନ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ଭୋଳଗଡ଼ିଆ ମିନିଷ୍ଟାଡିୟମରେ ସ୍ଥାନୀୟ ଶିମିଳିପାଳ ସ୍ପୋର୍ଟସ ଏଣ୍ଡ ଏତହେଲେଟିକ୍ସ ଏସ୍ସିଏସନ ପକ୍ଷରୁ ଦୁଇ ଦିନ ଧରି ଚାଲିଥିବା ସର୍ବ ଭାରତୀୟ ଫୁଟବଲ ମହୋତ୍ସବରେ ରାଉରକେଲା ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଟାଇବ୍ରେକରରେ ୩-୨ ଗୋଲ ବ୍ୟବଧାନରେ ଓଡିଶା ପୁଲିସ କଟକକୁ ହରାଇ ଚମ୍ପିୟନ ହୋଇଛି। ସେହିପରି ରାଞ୍ଚିର ମହିଳା ଦଳ ’ରଞ୍ଚି ପାନ୍ଥର’ ଓଡିଶା ପୁଲିସ ମହିଳା ଦଳକୁ ୨-୦ ଗୋଲରେ ପରାସ୍ତ କରି ଚମ୍ପିୟନ ହୋଇଛି ।
ଓଡିଶା ସମେତ ତେଲେଙ୍ଗାନା, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡରୁ ୮ଗୋଟି ପୁରୁଷ ଓ ୪ଗୋଟି ମହିଳା ଦଳ ଭାଗ ନେଇଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories