www.samajalive.in
Tuesday, December 9, 2025
23.1 C
Bhubaneswar

ବାରମ୍ବାର ରୋଗଗ୍ରସ୍ତ ହେଉଥିବା ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ବହୁ ସମୟରେ ଏପରି ଦେଖାଯାଏ , ଦୀର୍ଘ ସମୟ ଧରି ରୋଗ ଲାଗି ରହିଥାଏ। ଅଧିକାଂଶ ଟଙ୍କାପଇସା ରୋଗରେ ହିଁ ଖର୍ଚ୍ଚ ହୋଇଥାଏ। ମାତ୍ର କେତେକ ସହଜ ବାସ୍ତୁ ଉପାୟ ଦ୍ୱାରା ବାରମ୍ବାର ରୋଗଗ୍ରସ୍ତ ହେଉଥିବା ସମସ୍ୟାରୁ ମୁକ୍ତି ମିଳିପାରିବ। ଜାଣନ୍ତୁ….
ବାରମ୍ବାର ରୋଗଗ୍ରସ୍ତ ହେଉଥିବା ବ୍ୟକ୍ତିମାନେ ସର୍ବଦା ଘରର ଭିତରପଟକୁ ଗୋଡ଼ କରି ଶୁଅନ୍ତୁ। ମାତ୍ର କକ୍ଷର ଝରକା, କବାଟ, ଶୌଚାଳୟ ,ସିଢି ଘର ପଟକୁ ଗୋଡ଼ କରି ଶୁଅନ୍ତୁ ନାହିଁ।
ପଲଙ୍କକୁ ଘରର ଭିତର ଖୁମ୍ବ ସିଧାରେ ରଖନ୍ତୁ ନାହିଁ।
ରୋଗଗ୍ରସ୍ତ ହେଉଥିବା ବ୍ୟକ୍ତି ଯଦି ଗୋଟିଏ କକ୍ଷରେ ରହିଲେ ରୋଗଗ୍ରସ୍ତ ହେଉଥାଆନ୍ତି। ତେବେ ଘରର କକ୍ଷ (ରୁମ୍‍ ) ପରିବର୍ତ୍ତନ କରନ୍ତୁ।
ଘରର ପ୍ରବେଶ ଦ୍ୱାର ନିକଟରେ କୌଣସି ଭାରୀ ଦ୍ରବ୍ୟ ରଖନ୍ତୁ ନାହିଁ।
ଘରର ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଦିଗରେ ଯେପରି ପ୍ରଚୁର ସୂର୍ଯ୍ୟାଲୋକ ଓ ପବନ ଯାତାୟତ କରୁଥିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ।
ଶୌଚାଳୟ ନିକଟରେ ଭଣ୍ଡାର ଗୃହ ରଖନ୍ତୁ ନାହିଁ।
ଘରେ ଅନାବଶ୍ୟକ ଦ୍ରବ୍ୟ ରଖନ୍ତୁ ନାହିଁ।
ନିୟମିତ ଘରର ପୋଛିବା ପାଇଁ ବ୍ୟବହୃତ ପାଣିରେ ଲୁଣ ପକାଇ ଘର ପୋଛନ୍ତୁ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories