ପୁଲିସ ଓ ଜିଲା ରିର୍ଜଭ ପୁଲିସ କାର୍ଯ୍ୟାଳୟର ନୂତନ କୋଠା ଉଦଘାଟିତ

ଭବାନୀପାଟଣା : ରବିବାର କଳାହାଣ୍ଡି ପୁଲିସ ଓ ଜିଲା ରିର୍ଜଭ ପୁଲିସ କାର୍ଯ୍ୟାଳୟର ନୂତନ କୋଠା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୁଲିସ ଡ଼ିଜି ବି.କେ. ଶର୍ମା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଡ଼ିଆଇଜି ଶ୍ରୀ ଅହମ୍ମଦ, ଏସପି ବାତୁଲା ଗଙ୍ଗାଧର ଓ ଜିଲ୍ଲାପାଳ ଡ଼ା.ଗାଭିଲ ପରାଗ ହର୍ଷଦ ଯୋଗଦେଇଥିଲେ।

Comments are closed.