www.samajalive.in
Friday, December 12, 2025
27.1 C
Bhubaneswar

ଏହି ଉପାୟରେ ଘରେ କରନ୍ତୁ ମେନିକିଓର୍ : ଆଉ ଯିବାକୁ ପଡ଼ିବନି ପାର୍ଲର

ସାଧାରଣତଃ ହାତକୁ କେମଳ ଓ ସୁନ୍ଦର କରିବା ପାଇଁ ପାର୍ଲର ଯାଇ ଅନେକ ଟଙ୍କା ବିନିମୟରେ ଆମେ ମେନିକିଓର୍ କରାଇଥାଉ। ହେଲେ କ’ଣ ଆପଣ ଜାଣନ୍ତି, ଘରୋଇ ଉପାୟରେ ମଧ୍ୟ ଆପଣ ମେନିକିଓର୍ କରିପାରିବେ। ଏହା ଦ୍ବାରା ବିନା କୌଣସି ଖର୍ଚ୍ଚରେ ଆପଣ ନିଜ ନଖ ଓ ହାତର ସୌନ୍ଦର୍ୟ୍ୟକୁ ବଢାଇ ପାରିବେ। ତେବେ ଆସନ୍ତୁ ଜାଣିବା ଘରେ ମେନିକିଓର୍ କରିବାର ପଦ୍ଧତି ବିଷୟରେ –

-ପ୍ରଥମେ ଲେମ୍ବୁକୁ ପତଳା ଖଣ୍ଡ କରି କାଟିଦିଅନ୍ତୁ।
-ଏହାପରେ ହାତକୁ ଭଲ ଭାବେ ଧୋଇ ୧୦ମିନିଟ୍ ଉଷୁମ ପାଣିରେ ବୁଡାଇ ରଖନ୍ତୁ।
-କଟାଯାଇଥିବା ଲେମ୍ବୁକୁ ନେଇ ହାତ ଉପରେ ହାଲୁକା ଭାବେ ମାଲିସ କରନ୍ତୁ। ଏହାକୁ ୧୫ ମିନିଟ୍ ଶୁଖିବାକୁ ଦିଅନ୍ତୁ।
-ସମ୍ପୂର୍ଣ୍ଣ ଶୁଖିବା ପରେ ହାତକୁ ଥଣ୍ଡା ପାଣିରେ ଧୋଇ ମଶ୍ଚରାଇଜର୍ ଲଗାନ୍ତୁ।
-ମନେ ରଖନ୍ତୁ ଏହାକୁ କରିବା ପୂର୍ବରୁ ହାତରେ ନେଲ୍ପଲିସ କିମ୍ବା କୌଣସି ଅନ୍ୟ କୌଣସି ନେଲ୍ପେଣ୍ଟ ନ ଥିବା ଆବଶ୍ୟକ ।
-ସପ୍ତାହରେ ୨-୩ ଥର ଏଭଳି କରନ୍ତୁ। ଖୁବଶୀଘ୍ର ଫରକ ଅନୁଭବ କରି ପାରିବେ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories