www.samajalive.in
Sunday, December 14, 2025
14.1 C
Bhubaneswar

‘ଜର୍ସୀ’ ରିମେକ୍‌ରେ ଶାହିଦଙ୍କ ସହ ମୃଣାଳ!

ମୁମ୍ବଇ : ଛୋଟ ପରଦାରୁ ଯାଇ ଖୁବଶୀଘ୍ର ବଲିଉଡ଼ରେ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଆଉ ଏକ ଚଳଚ୍ଚିତ୍ରର ଅଫର୍‍ ମିଳିଛି। ଲୋକପ୍ରିୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ଜର୍ସୀ’ର ହିନ୍ଦୀ ରିମେକ୍‌ରେ ମୃଣାଳ ଶାହିଦ୍‍ କପୁରଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିପାରନ୍ତି।
ସୂଚନା ଅନୁସାରେ, ପୂର୍ବରୁ ଏହି ଚଳଚ୍ଚିତ୍ରରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଥିଲା। ମାତ୍ର କୌଣସି କାରଣରୁ ନିର୍ମାତା ଏବେ ତାଙ୍କ ବଦଳରେ ମୃଣାଳଙ୍କୁ ଏହି ଅଫର୍‍ ଦେଇଛନ୍ତି। ମୃଣାଳଙ୍କୁ ମଧ୍ୟ ସ୍କ୍ରିପ୍ଟ ପସନ୍ଦ ଆସିଥିବା ଜଣାପଡ଼ିଛି। ତେବେ ଏଯାଏଁ ମୃଣାଳ ଚଳଚ୍ଚିତ୍ର ସାଇନ୍‍ କରି ନାହାନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories